ETV Bharat / city

IPS ପ୍ରବୀଣ କୁମାରଙ୍କୁ ଉପନିର୍ବାଚନ ପାଇଁ ନୋଡାଲ ଅଫିସର ଦାୟିତ୍ବ - ପ୍ରବୀଣଙ୍କୁ ଉପନିର୍ବାଚନ ପାଇଁ ନୋଡାଲ ଅଫିସର ଦାୟିତ୍ବ

ଉପନିର୍ବାଚନ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ରାଜ୍ୟ ସରକାର । ରାଜ୍ୟରେ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି।

IPS ପ୍ରବୀଣ କୁମାରଙ୍କୁ ଉପନିର୍ବାଚନ ପାଇଁ  ନୋଡାଲ ଅଫିସର ଦାୟିତ୍ବ

author img

By

Published : Sep 30, 2020, 9:37 AM IST

Updated : Sep 30, 2020, 10:25 AM IST

ଭୁବନେଶ୍ବର: ଉପନିର୍ବାଚନ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ରାଜ୍ୟ ସରକାର । ରାଜ୍ୟରେ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

IPS ପ୍ରବୀଣ କୁମାରଙ୍କୁ ଉପନିର୍ବାଚନ ପାଇଁ  ନୋଡାଲ ଅଫିସର ଦାୟିତ୍ବ
IPS ପ୍ରବୀଣ କୁମାରଙ୍କୁ ଉପନିର୍ବାଚନ ପାଇଁ ନୋଡାଲ ଅଫିସର ଦାୟିତ୍ବ

ନିର୍ବାଚନରେ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ଖର୍ଚ୍ଚ ଉପରେ ନଜର ରଖିବେ ଏହି ନୋଡାଲ ଅଫିସର । ଏଥିପାଇଁ ଆଇଜି ( law & order)ପ୍ରବୀଣ କୁମାରକୁ ନିଯୁକ୍ତ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 30, 2020, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.