ETV Bharat / city

ନୂଆବର୍ଷ ପୂର୍ବରୁ 5 ଆଇପିଏସଙ୍କୁ ପଦୋନ୍ନତି ସହ ନୂଆ ଦାୟିତ୍ବ - ପାଇଲେ ପ୍ରମୋଶନ

ନୂଆବର୍ଷ ପୂର୍ବରୁ ଆଇଏଏସ ଓ ଆଇପିଏସଙ୍କୁ ନବବର୍ଷ ଭେଟି । ପଦୋନ୍ନତି ସହ ମିଳିଲା ନୂଆ ନିଯୁକ୍ତି ।

PHOTO
ଲୋକସେବା ଭବନ
author img

By

Published : Dec 31, 2019, 8:33 PM IST

ଭୁବନେଶ୍ବର: ପଦନ୍ନୋତି ପରେ 5 ଆଇପିଏସଙ୍କୁ ମିଳିଛି ନୂଆ ନିଯୁକ୍ତି । 1988 ବ୍ୟାଚ ଆଇପିଏସ ଏସକେ ଉପାଧ୍ୟାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ପ୍ରିଜନ ଡିଜି ଭାବେ ନିଯୁକ୍ତି ପାଇଛନ୍ତି । 1993 ବ୍ୟାଚ ଆଇପିଏସ ଆରପି କୋଚେଙ୍କୁ ବି ପଦୋନ୍ନତି ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ ଏଡିଜି ଆଇନ ଶୃଙ୍ଖଳା ସହ ସିଆଇଡି ଦାୟିତ୍ବ ମଧ୍ୟ ତୁଳାଇବେ । ଓ୍ଵାଇ କୋୟଲ ଆଇଜି ପାହ୍ୟାକୁ ପଦୋନ୍ନତି ପାଇ ପୋଲିସ ମୁଖ୍ୟାଳୟରେ ରହିବେ । ସେହିପରି 2006 ବ୍ୟାଚ ଆଇପିଏସ ଅନୁପ ସାହୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇ ଦ୍ବେତନଗର କମିଶନରେଟ ପୋଲିସ ଏସିପି ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ ଡିସିପି ଦାୟିତ୍ବ ବି ତୁଲାଇବେ ।

PHOTO
5 ଆଇପିଏସଙ୍କୁ ପଦୋନ୍ନତି ସହ ନୂଆ ନିଯୁକ୍ତି

ଅନ୍ୟପଟେ ୨ ଜଣ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ୧୯୮୯ ବ୍ୟାଚର ପ୍ରଦୀପ କୁମାର ଜେନା ଓ ମୋନା ଶର୍ମାଙ୍କୁ ପ୍ରମୁଖ ସଚିବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ଏହାସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପଦୋନ୍ନତି ପରେ 5 ଆଇପିଏସ ଙ୍କୁ ମିଳିଛି ନୂଆ ନିଯୁକ୍ତି। ନୂଆ ଦାୟିତ୍ବ ବି ମିଳିଛି। 1988 ବ୍ୟାଚ ଆଇପିଏସ ଏସ କେ ଉପାଧ୍ୟାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ପ୍ରିଜନ ଡିଜି ଭାବେ ନିଯୁକ୍ତି ପାଇଛନ୍ତି। 1993 ବ୍ୟାଚ ଆଇପିଏସ ଆର ପି କୋଚେଙ୍କୁ ବି ପଦୋନ୍ନତି ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀ ଏଡିଜି ଆଇନ ଶୃଙ୍ଖଳା ସହ ସିଆଇଡି ଦାୟିତ୍ୱ ବି ତୁଲାଇବେ। ଓ୍ଵାଇ କୋୟଲ ଆଇଜି ପାହ୍ୟାକୁ ପଦୋନ୍ନତି ପାଇ ପୋଲିସ ମୁଖ୍ୟାଳୟ ରେ ରହିବେ। 2006 ବ୍ୟାଚ ଆଇପିଏସ ଅନୁପ ସାହୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇ ଦ୍ୱୈତନଗର କମିଶନରେଟ ପୋଲିସ ଏସିପି ଭାବେ ନିଯୁକ୍ତି ପାଇଛନ୍ତି। ସେ ଡିସିପି ଦାୟିତ୍ବ ବି ତୁଲାଇବେ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.