ETV Bharat / city

ନନ୍ଦନକାନନରେ ଆଖି ବୁଜିଲା ଚିକିତ୍ସାଧିନ ଭାଲୁ, ଦେହରେ ବାଜିଥିଲା ଗୁଳି - ନନ୍ଦନାକନନରେ ଚିକିତ୍ସାଧୀନ ଭାଲୁର ମୃତ୍ୟୁ

ନନ୍ଦନକାନନରେ ଚିକିତ୍ସାଧିନ ଭାଲୁର ମୃତ୍ୟୁ । OUATର ଏକ ଡାକ୍ତରୀ ଟିମ ଦ୍ବାରା ଚିକିତ୍ସା ଚାଲୁଥିବା ବେଳେ ଆଜି ତାର ମୃତ୍ୟୁ ଘଟିଛି । ମୃତ ଭାଲୁଟିର ବୟସ ୫ ବର୍ଷ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

injured beer dead in nandankanan zoo bhubaneswar
ନନ୍ଦନାକନନରେ ଚିକିତ୍ସାଧୀନ ଭାଲୁର ମୃତ୍ୟୁ
author img

By

Published : Jun 1, 2022, 10:50 AM IST

Updated : Jun 1, 2022, 11:11 AM IST

ଭୁବନେଶ୍ବର: ନନ୍ଦନକାନନରେ ଚିକିତ୍ସାଧୀନ ଭାଲୁର ମୃତ୍ୟୁ । OUATର ଏକ ଡାକ୍ତରୀ ଟିମ ଦ୍ବାରା ଚିକିତ୍ସା ଚାଲୁଥିବା ବେଳେ ଆଜି ତାର ମୃତ୍ୟୁ ଘଟିଛି । ମୃତ ଭାଲୁଟିର ବୟସ ୫ ବର୍ଷ ହୋଇଥିବା ଜଣାପଡ଼ିଛି । ଗତ ମେ ୪ ତାରିଖରେ ମୃତ ଭାଲୁଟି କୋରାପୁଟ ଜିଲ୍ଲା ଜୟପୁରରୁ ଆସିଥିଲା । ଜୟପୁରରେ ଶିକାରୀ ଗୁଳିରେ ଭାଲୁଟି ଆହତ ହୋଇଥିବା ବେଳେ ଓୟୁଏଟି ବିଶେଷଜ୍ଞଙ୍କ ଚିକିତ୍ସା ସହାୟତାରେ ଅସ୍ତ୍ରୋପଚାର କରି ଗୁଳି କଢ଼ାଯାଇଥିଲା । ହେଲେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ଫଳରେ ଭାଲୁଟିର ମୃତ୍ୟୁ ହୋଇଛି ।

କିଛିଦିନ ହେବ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନିକଟରେ ଏକ ବିଷାକ୍ତ ସାପ କାମୁଡ଼ାରେ ସିଂହୀର ମୃତ୍ୟୁ ହୋଇଥିଲା । ପ୍ରତି ସପ୍ତାହରେ OUATର ବି‌ଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି କିନ୍ତୁ ଅକାଳରେ ଝଡି ପଡୁଛନ୍ତି ବନ୍ୟଜନ୍ତୁ । ଫଳରେ ସେମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 1, 2022, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.