ETV Bharat / city

Festival Special Trains: ପାର୍ବଣରେ ଗଡିବ ୧୧ଟି ସ୍ବତନ୍ତ୍ର ଟ୍ରେନ୍‌

author img

By

Published : Oct 1, 2022, 7:17 PM IST

ପାର୍ବଣ ସମୟରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ତେବେ ଜାଣନ୍ତୁ କେଉଁ ସ୍ବତନ୍ତ୍ର ଟ୍ରେନ କେଉଁ ଷ୍ଟେସନରୁ ଛାଡିବ । ଅଧିକ ପଢନ୍ତୁ

ପାର୍ବଣରେ ଚାଲିବ 11 ଟି ସ୍ବତନ୍ତ୍ର ଟ୍ରେନ
ପାର୍ବଣରେ ଚାଲିବ 11 ଟି ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଏହି ସମୟରେ ଟ୍ରେନରେ ଅଧିକ ଭିଡ ହୋଇଥାଏ । ତେଣୁ ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ପାର୍ବଣ ପାଇଁ ୧୧ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ପାର୍ବଣ ସମୟରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ସୁରକ୍ଷିତ ଭାବରେ ଯିବା ଆସିବା କରି ପାରିବେ । ତେବେ ଜାଣନ୍ତୁ କେଉଁ ସ୍ବତନ୍ତ୍ର ଟ୍ରେନ କେଉଁ ଷ୍ଟେସନରୁ ଛାଡିବ ।

୧. ସିଆଲଦା-ପୁରୀ-ସିଆଲଦା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍
03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ, ସିଆଲଦାଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ଶନିବାର ରାତ୍ରି ୧୧ଘ.୫୦ମି.ରେ ଛାଡିବାକୁ ଥିବାବେଳେ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପୁରୀଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୩ଘ.୫୦ମି.ରେ ଛାଡି ସିଆଲଦା ଯାତ୍ରା କରିବ ।

୨. ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ

02809 ଭୁବନେଶ୍ୱର-ତିରୁପତି ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସ, ଭୁବନେଶ୍ୱରରୁ 01.10.2022 ରୁ 29.10.2022 ମଧ୍ୟରେ ପ୍ରତ୍ୟକ ଶନିବାର ଦିନ ଅପରାହ୍ନ ୧ଘ.୩୦ମି.ରେରେ ଛାଡିବ । 02810 ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ସୁପର ଫାଷ୍ଟ ଏକ୍ସପ୍ରେସ ତିରୁପତିଠାରୁ 02.10.2022 ରୁ 30.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୮ ରେ ଛାଡିବ

୩. ସନ୍ତ୍ରାଗାଛି-ପୁରୀ ବିଶେଷ ଟ୍ରେନ

02837 ସନ୍ତ୍ରାଗାଛି-ପୁରୀ ସ୍ପେସିଆଲ୍ ସୁପର ଫାଷ୍ଟ ଏକ୍ସପ୍ରେସ, ସନ୍ତ୍ରାଗାଛିରୁ 30.09.2022 ରୁ 28.10.2022 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି ୮ଘ.୩୫ମି.ରେ ଛାଡିବ । ପୁରୀରୁ 02838 ପୁରୀ-ସନ୍ତ୍ରାଗାଛି ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସ 01.10.2022 ରୁ 29.10.2022 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭ଘ୨୦ମି.ରେ ଛାଡିବ

୪. ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ୱତନ୍ତ୍ର ଏକ୍ସପ୍ରେସ

02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ, ଭୁବନେଶ୍ୱରରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ 30 ଡିସେମ୍ବର 2022 ପର୍ଯ୍ୟନ୍ତ ରାତ୍ରି ୮ଘ.୨୫ମି. ରେ ଛାଡିବ । 02832 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ 31 ଡିସେମ୍ବର 2022 ପର୍ଯ୍ୟନ୍ତ ବୁଧବାର, ଶନିବାର ଓ ସୋମବାର ଦିନ ଛାଡିବ

୫. ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଏକ୍ସପ୍ରେସ

08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ, ପୁରୀରୁ 26.11.2022 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡିବ । 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପାଟନାଠାରୁ 27.11.2022 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୩୦ମି.ରେ ଛାଡିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ହିଜଲି, ଜସିଡିହ, ଝଝା, କିୟୁଲ ଷ୍ଟେସନମାନଙ୍କରେ ରହିବ ।

03230 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପାଟନାଠାରୁ 27.10.2022 ରୁ 10.11.2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ସକାଳ ୦୮ଘ.୪୫ମି.ରେ ଛାଡିବ । 03229 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପୁରୀରୁ 28.10.2022 ରୁ 11.11.2022 ମଧ୍ୟରେ ପ୍ରତ୍ୟକ ଶୁକ୍ରବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ।

୬. ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ

07431 ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ, ନନ୍ଦେଡରୁ 01.10.2022 ରୁ 08.10.2022 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୩ଘ.୨୫ମି.ରେ ଛାଡିବ । 07432 ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଏକ୍ସପ୍ରେସ ବ୍ରହ୍ମପୁରରୁ 02.10.2022 ରୁ 09.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନଅପରାହ୍ନ ୪ଘ.୩୦ମି.ରେ ଛାଡିବ ।

୭. ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ

08579 ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମରୁ 05.10.2022 ରୁ 26.10.2022 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ସନ୍ଧ୍ୟା ୭ ଟାରେ ଛାଡିବ । ସେହିଭଳି, ସିକନ୍ଦରାବାଦରୁ 08580 ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ 06.10.2022 ରୁ 27.10.2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭.୪୦ମି.ରେ ଛାଡିବ ।

୮. ବିଶାଖାପାଟନମ୍-ମେହବୁବନଗର ବିଶେଷ ଟ୍ରେନ

08585 ବିଶାଖାପାଟନମ୍-ମେହବୁବନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମରୁ 04.10.2022 ରୁ 25.10.2022 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ । ସେହିଭଳି, 08586 ମେହବୁବନଗର-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ ମେହବୁବନଗରରୁ 05.10.2022 ରୁ 26.10.2022 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ୬ଘ.୨୦ମି.ରେ ଛାଡିବ ।

୯. ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ.-ବିଶାଖାପାଟନମ୍

08543 ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ, ବିଶାଖାପାଟନମରୁ 02.10.2022 ରୁ 30.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୩ଘ.୫୫ମି.ରେ ଛାଡିବ । 08544 ବେଙ୍ଗାଲୁରୁ କ୍ୟାଣ୍ଟ-ବିଶାଖାପାଟନମ୍ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ବେଙ୍ଗାଲୁରୁ କ୍ୟାଣ୍ଟରୁ 03.10.2022 ରୁ 31.10.2022 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ଅପରାହ୍ନ ୩ଘ.୫୦ମି.ରେ ଛାଡିବ ।

୧୦. ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍

08583 ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମରୁ 03.10.2022ରୁ 31.10.2022 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ସନ୍ଧ୍ୟା ୭ଘ.୧୦ମି.ରେ ଛାଡିବ । 08584 ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ୍ ତିରୁପତିରୁ 04.10.2022 ରୁ 01.11.2022 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ ।

୧୧. ବିଶାଖାପାଟନମ୍-ଆରାକୁ ବିଶେଷ ଟ୍ରେନ

08509/08510 ବିଶାଖାପାଟନମ୍-ଆରାକୁ-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ୍, ଉଭୟ ପାର୍ଶ୍ୱରୁ 1 ରୁ 9 ଅକ୍ଟୋବର, 2022 ମଧ୍ୟରେ ବିଶାଖାପାଟଣାରୁ ସକାଳ ୮ଘ.୩୦ମି.ରେ ଛାଡୁଥିବାବେଳେ ଆରାକୁ ଠାରୁ ଅପରାହ୍ନ 2ଟାରେ ଛାଡି ବିଶାଖାପାଟଣା ଫେରିବ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.