ETV Bharat / city

Trains Cancelled: ଫେବୃଆରୀ 1 ରୁ 4 ତାରିଖ ପର୍ଯ୍ୟନ୍ତ 16 ଯୋଡ଼ା ଟ୍ରେନ୍‌ ବାତିଲ - ଖଡଗପୁରର ଷ୍ଟେସନ ଆଧୁନିକୀକରଣ

ଆଧୁନିକୀକରଣ କାର୍ଯ୍ୟ ନେଇ ଫେବୁଆରୀ 1ରୁ 4 ତାରିଖ ପର୍ଯ୍ୟନ୍ତ 16 ଯୋଡ଼ା ଟ୍ରେନ ବାତିଲ । ପଶ୍ଚିମବଙ୍ଗର ଖଡଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍ ଠାରେ ଆଧୁନିକୀକରଣ କାର୍ଯ୍ୟ କରାଯାଉଥିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ବାତିଲ ହୋଇଛି । ଅଧିକ ପଢନ୍ତୁ

Indian Railways Cancelled These Trains, and divert routes for Modernization Work At Hijli Railway Station
Trains Cancelled: ଫେବୃଆରୀ 1 ରୁ 4 ତାରିଖ ପର୍ଯ୍ୟନ୍ତ 16 ଯୋଡ଼ା ଟ୍ରେନ୍‌ ବାତିଲ
author img

By

Published : Jan 29, 2022, 9:40 PM IST

ଭୁବନେଶ୍ବର: ଆଧୁନିକୀକରଣ କାର୍ଯ୍ୟ ନେଇ ଫେବୁଆରୀ 1ରୁ 4 ତାରିଖ ପର୍ଯ୍ୟନ୍ତ 16 ଯୋଡ଼ା ଟ୍ରେନ ବାତିଲ । ପଶ୍ଚିମବଙ୍ଗର ଖଡଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍ ଠାରେ ଆଧୁନିକୀକରଣ କାର୍ଯ୍ୟ କରାଯିବ। ଏନେଇ ଆସନ୍ତା ଫେବୃଆରୀ 1 ତାରିଖ ଠାରୁ 4 ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥରୁ ଛାଡୁଥିବା, ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତାୟତ କରୁଥିବା କିଛି ଟ୍ରେନକୁ ବାତିଲ କରି ଦିଆଯାଇଛି ।

ବାତିଲ ଟ୍ରେନ୍‌:

01. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହେବ । 02. 12073/12074 ହାୱଡ଼ା-ଭୁବନେଶ୍ବର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 1 ରୁ 4 ଫେବୃଆରୀ, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ହୋଇ ରହିବ । 03. 18037/08038 ଯାଜପୁର କେନ୍ଦୁଝର ରୋଡ଼-ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରୁ 31 ଜାନୁଆରୀରୁ 3 ଫେବୃଆରୀ, 2022 ପର୍ଯ୍ୟନ୍ତ ଏବଂ ଖଡ଼ଗପୁରରୁ 1 ରୁ 5 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ ।

ଏହାମଧ୍ୟ ପଢନ୍ତୁ: ପୌର ନିର୍ବାଚନ: ମେୟର ସଂରକ୍ଷଣ ତାଲିକା ପ୍ରକାଶ ପରେ 3 ଦଳଙ୍କ ମନ୍ତବ୍ୟ

ସେହିପରି ଟ୍ରେନ ନମ୍ବର 18045/18046 ଶାଲିମାର-ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଶାଲିମାର ଠାରୁ 1 ରୁ 4 ଫେବୃଆରୀ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ 31 ଜାନୁୟାରୀରୁ 3 ଫେବୃଆରୀ 2022 ପର୍ଯ୍ୟନ୍ତ ବାତିଲ ହୋଇ ରହିବ । ଟ୍ରେନ ନମ୍ବର 22853/22854 ଶାଲିମାର-ବିଶାଖାପାଟନମ୍-ଶାଲିମାର ଏକ୍ସପ୍ରେସ 1 ଫେବୃଆରୀ ଦିନ ଶାଲିମାରରୁ ଏବଂ 2 ଫେବୃଆରୀ 2022 ଦିନ ବିଶାଖାପାଟନମରୁ ବାତିଲ ହୋଇ ରହିବ । ଟ୍ରେନ ନମ୍ବର 12881/12882 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 01 ଏବଂ 3 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 31 ଜାନୁଆରୀ ଏବଂ 2 ଫେବୃଆରୀ 2022 ଦିନ ପୁରୀରୁ ବାତିଲ ହୋଇ ରହିବ । ଟ୍ରେନ୍‌ ନମ୍ବର 12245/12246 ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ ହାୱଡ଼ା ଠାରୁ 01 & 5 ଫେବୃଆରୀ ଦିନ ଏବଂ ଯଶୋବନ୍ତପୁର ଠାରୁ 31 ଜାନୁଆରୀ ଏବଂ 3 ଫେବୃଆରୀ 2022 ଦିନ ବାତିଲ ରହିବ ।

ଟ୍ରେନ୍‌ ନମ୍ବର 22835/22836 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ ଶାଲିମାର ଠାରୁ 2 ଫେବୃଆରୀ ଦିନ ଏବଂ ପୁରୀ ଠାରୁ 1 ଫେବୃଆରୀ 2022 ଦିନ ବାତିଲ ରହିବ । ଟ୍ରେନ୍‌ ନମ୍ବର 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ 3 ଫେବୃଆରୀରେ ଭଞ୍ଜପୁରରୁ ଏବଂ 4 ଫେବୃଆରୀ 2022ରେ ପୁରୀରୁ ବାତିଲ ରହିବ । ଟ୍ରେନ୍‌ ନମ୍ବର 22874/22873 ବିଶାଖାପାଟନମ୍-ଦୀଘା-ବିଶାଖାପାଟନମ୍ ଏକ୍ସପ୍ରେସ 3 ଫେବୃଆରୀରେ ବିଶାଖାପାଟନମରୁ ଏବଂ 4 ଫେବୃଆରୀ, 2022 ରେ ଦୀଘା ଠାରୁ ବାତିଲ ହୋଇ ରହିବ । ଟ୍ରେନ୍‌ ନମ୍ବର 12895/12896 ଶାଲିମାର-ପୁରୀ-ଶାଲିମାର ଏକ୍ସପ୍ରେସ 4 ଫେବୃଆରୀରେ ଶାଲିମାରରୁ ଏବଂ 3 ଫେବୃଆରୀ, 2022 ରେ ପୁରୀରୁ ବାତିଲ ହୋଇ ରହିବ ।

ଟ୍ରେନ୍‌ ନମ୍ବର 22605/22606 ପୁରୁଲିଆ - ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ 4 ଫେବୃଆରୀରେ ପୁରୁଲିଆରୁ ଏବଂ 2 ଫେବୃଆରୀ, 2022 ରେ ଭିଲୁପୁରମରୁ ବାତିଲ ହୋଇ ରହିବ ।

ଆଂଶିକ ବାତିଲ୍ ହେଉଥିବା ଟ୍ରେନ୍‌:

ଖଡ଼ଗପୁର ଏବଂ ବାଙ୍ଗାଲୋର ରଲମଣ୍ଡଳ ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଫଲକନୁମା ଏକ୍ସପ୍ରେସ ଏବଂ ପ୍ରଶାନ୍ତି ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଅଛି ଏବଂ ପୁରୀ-ଯଶୋବନ୍ତପୁର ଏକ୍ସପ୍ରେସକୁ ପରିବର୍ତ୍ତିତ ମାର୍ଗରେ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରାଯିବାକୁ ନିଷ୍ପତି ନିଆଯାଇଛି ।

01. ହାଓଡ଼ାରୁ 1, 2 ଏବଂ 4 ଫେବୃଆରୀ 2022 ଦିନ ଛାଡିବାକୁ ଥିବା ଟ୍ରେନ ନମ୍ବର 12703 ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ହାୱଡ଼ା ପରିବର୍ତ୍ତେ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିବ ଏବଂ ହାୱଡ଼ା ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବାତିଲ ରହିବ । 02. ସିକନ୍ଦରାବାଦ ଠାରୁ 31 ଜାନୁୟାରୀ ଏବଂ 1 ଏବଂ 3 ଫେବୃଆରୀ, 2022 ଦିନ ଛାଡିବାକୁ ଥିବା 12704 ସିକନ୍ଦରାବାଦ-ହାୱଡ଼ା ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦ ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିବ ଏବଂ ଭୁବନେଶ୍ବରରୁ ହାୱଡ଼ା ପର୍ଯ୍ୟନ୍ତ ବାତିଲ ରହିବ ।

03. ଭୁବନେଶ୍ବରରୁ 3 ରୁ 6 ଫେବୃଆରୀ, 2022 ପର୍ଯ୍ୟନ୍ତ ଛାଡ଼ିବାକୁ ଥିବା 18463 ଭୁବନେଶ୍ବର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (SSPN) ପର୍ଯ୍ୟନ୍ତ ଚାଲିବ ଏବଂ ଏସଏସପିଏନରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବାତିଲ ହୋଇ ରହିବ ।

04.ବାଙ୍ଗାଲୋରରୁ 4ରୁ 7 ଫେବୃଆରୀ 2022 ପର୍ଯ୍ୟନ୍ତ ଛାଡ଼ିବାକୁଥିବା 18464 ବାଙ୍ଗାଲୋର-ଭୁବନେଶ୍ବର ପ୍ରଶାନ୍ତି ଏକ୍ସପ୍ରେସ ବାଙ୍ଗାଲୋର ବଦଳରେ ଏସଏସପିଏନରୁ ଭୁବନେଶ୍ବରକୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ବାଙ୍ଗାଲୋରରୁ ଏସଏସପିଏନ ପର୍ଯ୍ୟନ୍ତ ବାତିଲ ହୋଇ ରହିବ ।

ମାର୍ଗ ପରିବର୍ତ୍ତନ ହୋଇଥିବା ଟ୍ରେନ୍‌:

4 ଫେବୃଆରୀରେ ପୁରୀରୁ ଏବଂ 5 ଫେବୃଆରୀ 2022ରେ ଯଶୋବନ୍ତପୁରରୁ ଛାଡିବାକୁ ଥିବା 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ଯଶୋବନ୍ତପୁର- ବାଙ୍ଗାରାପେଟ - ଜୋଲାରପେଟାଇ - ରେନିଗୁଣ୍ଟା - ଗୁଡ଼ୁର - ବିଜୟୱାଡା ମାର୍ଗରେ ଉଭୟ ପାର୍ଶ୍ବରୁ ଚଳାଚଳ କରିବ ଏବଂ ଏହା ୟେଲହଙ୍କା, ହିନ୍ଦୁପୁର, ଧର୍ମାଭରମ, ଅନନ୍ତପୁର, ଧୋନ, ମାରକାପୁର ରୋଡ଼, ନରସାରାଓପେଟ ଏବଂ ଗୁଣ୍ଟୁର ଷ୍ଟେସନ ମାନଙ୍କଠାରେ ରହଣି କରିବ ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.