ETV Bharat / city

ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଲା ବିମାନ

author img

By

Published : Aug 3, 2022, 12:01 PM IST

ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ପରୀକ୍ଷାମୂଳକ ଭାବେ ଉଡ଼ିଲା ଇଣ୍ଡିଆ ଏୟାର ୱାନ ବିମାନ । ସକାଳ 10ଟା 15 ମିନିଟରେ ଭୁବନେଶ୍ୱର ଛାଡ଼ିଛି ବିମାନ । ଅଧିକ ପଢନ୍ତୁ

ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଲା ବିମାନ
ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଲା ବିମାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡିଲା ବିମାନ । ଆଜି(ବୁଧବାର) ସକାଳ ୧୦ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରରୁ ଜୟପୁରକୁ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ । ପରୀକ୍ଷାମୂଳକ ଭାବେ ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ ଭରିଛି । ୪୦ ମିନିଟ୍ ପରେ ଏହା ଜୟପୁରରେ ପହଞ୍ଚିଛି । ଏହାପରେ ପୁଣି ମଧ୍ୟାହ୍ନ ୧୨ଟାରେ ବିମାନଟି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିବ । ଏନେଇ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.