ETV Bharat / city

ଗୁଗଲରେ ପ୍ରଦୀପ୍ତ ନାୟକଙ୍କୁ ଖୋଜିଲେ ଆସୁଛି ଅଶାଳୀନ ଭାଷା

author img

By

Published : Jan 14, 2021, 6:55 PM IST

Updated : Jan 14, 2021, 7:49 PM IST

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଗୁଗଲରେ ସର୍ଚ୍ଚ କଲେ ଆସୁଛି ଅଶାଳୀନ ଭାଷା । ଅଧିକ ପଢନ୍ତୁ...

ଗୁଗଲରେ ପ୍ରଦୀପ୍ତ ନାୟକଙ୍କୁ ଖୋଜିଲେ ଆସୁଛି ଅଶାଳୀନ ଭାଷା
ଗୁଗଲରେ ପ୍ରଦୀପ୍ତ ନାୟକଙ୍କୁ ଖୋଜିଲେ ଆସୁଛି ଅଶାଳୀନ ଭାଷା

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ବ୍ୟବହାର । ଗୁଗଲରେ ନେତାଙ୍କ ନାମ ଖୋଜିଲେ ଅଶାଳୀନ ଭାଷା ଲେଖାଯାଇଥିବା ନଜର ଆସୁଛି । ଯାହାକି କେହି ଦୁର୍ବୃତ୍ତ ଲେଖିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ ନାୟକ । ଏନେଇ ସେ ଡିଜି ପୋଲିସଙ୍କୁ ଜଣାଇବେ ଏବଂ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ବିରୋଧୀ ଦଳ ନେତାଙ୍କ ପ୍ରତି ଓ୍ବିକିପିଡିଆରେ ଆଶାଳୀନ ମନ୍ତବ୍ୟ

ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ କହି ଏ ଘଟଣା ପଛରେ ଥିବା ଲୋକମାନଙ୍କ ଉପରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 14, 2021, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.