ETV Bharat / city

ରାଜଧାନୀରେ ହାୱଲା କାରବାର ଘଟଣା, ଜବତ 1 କୋଟିର ତଦନ୍ତ କରିବ ଆୟକର ବିଭାଗ - ଭୁବନେଶ୍ବର ଖବର

ରାଜଧାନୀରେ ପୋଲିସ ସହ ବେଟିଂ ପାଇଁ ସେଟିଂ ଘଟଣା । ହାୱଲା ଘଟଣାରେ ଜବତ ଏକ କୋଟିର ତଦନ୍ତ କରିବ ଆୟକର ବିଭାଗ । ଅଧିକ ପଢନ୍ତୁ...

Incomtax will investigate the  1 crores of rupees seized in the capital
ରାଜଧାନୀରେ ହାୱଲା କାରବାର ଘଟଣା, ଜବତ ଏକ କୋଟିର ତଦନ୍ତ କରିବ ଇନକମଟ୍ଯାକ୍ସ
author img

By

Published : Apr 29, 2021, 11:37 AM IST

ଭୁବନେଶ୍ବର: ରାଜଧାନୀରେ ଅଙ୍ଗାଡିଆ ସ୍କିମ ଆଳରେ ହାୱଲା କାରବାର। ସ୍କାନରରେ କରଞ୍ଜିଆର ସିମେଣ୍ଟ ବ୍ଯବସାୟୀ କମଲ ଶାହା। କୋଟିଏରୁ ଦେଢ କୋଟି କରାଇବା ଘଟଣାରେ ପୋଲିସର ରେଡ। ଜବତ ହୋଇଥିବା ଏକ କୋଟି ଅର୍ଥାତ ୯୯ଲକ୍ଷ ୫୦ ହଜାର ଟଙ୍କାର ଯାଞ୍ଚ କରିପାରେ ଇନକମ ଟ୍ଯାକ୍ସ। ଏନେଇ ଇନକମଟ୍ଯାକ୍ସ ବିଭାଗକୁ ଚିଠି ଲେଖିଲା କମିସନରେଟ ପୋଲିସ।

ଜବତ ହୋଇଥିବା ୯୯ ଲକ୍ଷ ୫୦ ହଜାର ଟଙ୍କାର ଯାଞ୍ଚ କରିପାରେ ଇନକମ ଟ୍ଯାକ୍ସ। କେଉଁଠୁ ଟଙ୍କା ଆସିଛି। ଟଙ୍କାର କଣ ଭାଲିଡ ପ୍ରୁଫ ରହିଛି, ବ୍ଯବସାୟୀଙ୍କ ବ୍ଯବସାୟିକ କାରବାରରୁ କିଭଳି ଏତେ ପରିମାଣର ଟଙ୍କା ଆସିଲା ଏ ତମାମ ଦିଗକୁ ନେଇ ଯାଞ୍ଚ କରିପାରେ କମିସନରେଟ ପୋଲିସ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.