ETV Bharat / city

ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 6854 କୋରୋନା ଆକ୍ରାନ୍ତ

author img

By

Published : May 6, 2021, 6:26 PM IST

ସୁସ୍ଥ ହେଲେ ଆଉ 6 ହଜାର 854 କୋଭିଡ୍ ଆକ୍ରାନ୍ତ । କୋରୋନାରେ ମୋଟ ସୁସ୍ଥ 4 ଲକ୍ଷ 23 ହଜାର 257 ଆକ୍ରାନ୍ତ । ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 6854 କୋରୋନା ଆକ୍ରାନ୍ତ
ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 6854 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଦିନକରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 6 ହଜାର 854 କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1091 ସୁସ୍ଥ ହୋଇଥିବାବେଳେ ଝାରସୁଗୁଡାରୁ 421 ସୁସ୍ଥ ହୋଇଛନ୍ତି ।

ସେହିପରି ଭାବେ କଳାହାଣ୍ଡିରୁ 274, ଝାରସୁଗୁଡାରୁ 421, ପୁରୀରୁ 259, କଟକରୁ 199, ନୂଆପଡାରୁ 282, ବରଗଡରୁ 308, ସମ୍ବଲପୁରରୁ 163, ନବରଙ୍ଗପୁରରୁ 415, ବଲାଙ୍ଗୀରରୁ 358, କେନ୍ଦୁଝରରୁ 300, ଗଞ୍ଜାମରୁ 274, ଯାଜପୁରରୁ 301, ମୟୂରଭଞ୍ଜରୁ 289, ରାୟଗଡାରୁ 187, ନୟାଗଡରୁ 104, ଭଦ୍ରକରୁ 65, ବାଲେଶ୍ବରରୁ 79, ଗଜପତିରୁ 109, ଜଗତସିଂହପୁରରୁ 112, ଅନୁଗୋଳରୁ 348, ଦେବଗଡରୁ 28, କେନ୍ଦ୍ରାପଡାରୁ 77, କୋରାପୁଟରୁ 55, କନ୍ଧମାଳରୁ 38, ବୌଦ୍ଧରୁ 15, ମାଲକାନଗିରିରୁ 32, ଢେଙ୍କାନାଳରୁ 11, ସୋନପୁରରୁ 78 ଏବଂ ଷ୍ଟେଟ ପୋଲ 212 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦିନକରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 6854 କୋରୋନା ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 4 ଲକ୍ଷ 23 ହଜାର 257 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.