ETV Bharat / city

24 ଘଣ୍ଟାରେ ରାଜ୍ୟରେ 644 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା ନ୍ୟୁଜ

ରାଜ୍ୟରେ 24ଘଣ୍ଟା ମଧ୍ୟରେ 644ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 16 ହାଜର 645ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

24ଘଣ୍ଟାରେ ରାଜ୍ୟରେ  644 ଆକ୍ରାନ୍ତ ଚିହ୍ନଟ
24ଘଣ୍ଟାରେ ରାଜ୍ୟରେ 644 ଆକ୍ରାନ୍ତ ଚିହ୍ନଟ
author img

By

Published : Nov 26, 2020, 12:15 PM IST

ଭୁବନେଶ୍ବର : ରାଜ୍ୟରେ 24ଘଣ୍ଟା ମଧ୍ୟରେ 644ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 16 ହାଜର 645 ରେ ପହଞ୍ଚିଛି ।

30ଟି ଜିଲ୍ଲାରେ 644 ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରେ ସର୍ବାଧିକ 64ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 369ଜଣ ଚିହ୍ନଟ ହୋଇଥିବା ବେଳେ 275 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରେ 50, ବାଲେଶ୍ବରରେ 11, ବରଗଡରେ 19, ଭଦ୍ରକରେ 11, ବଲାଙ୍ଗୀରରେ 32, ଢେଙ୍କାନଲରେ 5, ଗଂଜାମରେ 18, ଦେଓଗଡରେ 2, ଜଗତସିଂହପୁରରେ 26, ଯାଜପୁରରେ 17, ଝରସୁଗୁଡ଼ାରେ 21, କଳାହାଣ୍ଡିରେ 35, କନ୍ଧମାଳରେ 1 , କେନ୍ଦ୍ରାପଡାରେ 27, କେନ୍ଦୁଝରରେ 42, କୋରାପୁଟରେ 10, ମାଲକାନଗିରିରରେ 4 , ମୟୂରଭଞ୍ଜରେ 36, ନବରଙ୍ଗପୁରରେ 11, ନୟାଗଡରେ 4 , ନୂଆପଡାରେ 36, ପୁରୀରେ 16, ରାୟଗଡାରେ 4, ସମ୍ବଲପୁରରେ 15, ସୋନପୁରରେ 2, ସୁନ୍ଦରଗଡରେ 62, ଷ୍ଟେଟ ପୋଲ 10ରେ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 16 ହାଜର 645ରେ ପହଞ୍ଚିଥିବାବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 8 ହଜାର 102 ଜଣ ହୋଇଛନ୍ତି । ତେବେ ସକ୍ରିୟ ମାମଲା 6 ହଜାର 786 ରହିଛି । ଏପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 57,32,590 ଟେଷ୍ଟିଂ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.