ETV Bharat / city

ଅକ୍ଟୋବର 2ରୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ। ରାଜ୍ୟର ସମସ୍ତ ସ୍କୁଲ ମାନଙ୍କରେ ପ୍ଲାଷ୍ଟିକ ବ୍ୟାନ ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 17, 2019, 3:01 PM IST

ଭୁବନେଶ୍ବର: ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଏଥିପାଇଁ ଗଣମାଧ୍ୟମରେ ୧୨ ତାରିଖରେ ଆପତ୍ତି ଅଭିଯୋଗ ଶୁଣିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ପ୍ଲାଷ୍ଟିକ ବ୍ୟାନ ପାଇଁ ଘୋଷଣା କରିଛନ୍ତି । ଓଡିଶାକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଏକକ ପ୍ଲାଷ୍ଟିକ ବ୍ୟବହାର ହେଉଥିବାକୁ ବ୍ୟାନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ଅକ୍ଟୋବର ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ମାନଙ୍କରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଥିସହିତ ସମସ୍ତ ସ୍କୁଲରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଅକ୍ଟୋବର ୨ତାରିଖରୁ ସାରାରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ ।ଏଥିପାଇଁ ଗଣମାଧ୍ୟମରେ ୧୨ତାରିଖ ରେ ଆପତି ଅଭିଯୋଗ ଶୁଣିବା ପାଇଁ କୁହାଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ।Body:ଏହାସହ ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରା ଦେଶରେ ପ୍ଲାଷ୍ଟିକ ବ୍ୟାନ ପାଇଁ ଘୋଷଣା କରିଛନ୍ତି । ଆମ ରାଜ୍ୟ ରେ ମଧ୍ୟ ବ୍ୟାନ ନେଇ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି । ସିଙ୍ଗଲ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କୁ ବ୍ୟାନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିକ୍ରମ ଅରୁଖ ସୂଚନା ଦେଇଛନ୍ତି ।
Conclusion:ଏହା ଅକ୍ଟୋବର ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ମାନଙ୍କରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।ଏଥିସହିତ ସମସ୍ତ ସ୍କୁଲ ରେ ମଧ୍ୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.