ETV Bharat / city

ଶନିବାର ରାଜ୍ୟରୁ ସୁସ୍ଥ ହେଲେ 1525 କୋରୋନା ଆକ୍ରାନ୍ତ

author img

By

Published : Aug 7, 2021, 7:54 PM IST

ରାଜ୍ୟରୁ ଆଜି ଦିନକରେ 1525 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 68 ହଜାର 453ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଶନିବାର ରାଜ୍ୟରୁ ସୁସ୍ଥ ହେଲେ 1525 ଆକ୍ରାନ୍ତ
ଶନିବାର ରାଜ୍ୟରୁ ସୁସ୍ଥ ହେଲେ 1525 ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଶନିବାର ରାଜ୍ୟରେ 1525 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 398 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 68 ହଜାର 453 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 1525 Covid patients have recovered and are being discharged on 07.08.2021

    398 from Khordha
    239 from Cuttack
    95 from Jagatsinghpur
    84 from Baleswar
    84 from Puri
    71 from Bhadrak
    70 from Jajapur
    51 from Anugul
    50 from Kendrapara
    45 from Dhenkanal
    38 from Mayurbhanj

    — H & FW Dept Odisha (@HFWOdisha) August 7, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 299, ପୁରୀରୁ 84, ଅନୁଗୋଳରୁ 51, ବଲାଙ୍ଗୀରରୁ 10, ବରଗଡ଼ରୁ 5, ନବରଙ୍ଗପୁରରୁ 6, ସମ୍ବଲପୁରରୁ 18, ଯାଜପୁରରୁ 70, କଳାହାଣ୍ଡିରୁ 5, ମୟୂରଭଞ୍ଜରୁ 38, ରାୟଗଡ଼ାରୁ 16, ଗଞ୍ଜାମରୁ 8, କେନ୍ଦୁଝରରୁ 11, ନୟାଗଡ଼ରୁ 38, ସୋନପୁରରୁ 17, ଝାରସୁଗୁଡାରୁ ୩, ନୂଆପଡାରୁ ୩, ଜଗତସିଂହପୁରରୁ 95, କୋରାପୁଟରୁ 5, ବାଲେଶ୍ବରରୁ 84, ଭଦ୍ରକରୁ 71, ଗଜପତିରୁ 7, କେନ୍ଦ୍ରାପଡ଼ାରୁ 50, କନ୍ଧମାଳରୁ 11, ମାଲକାନଗିରିରୁ 10, ଢ଼େଙ୍କାନାଳରୁ 45, ବୌଦ୍ଧରୁ 7 ଓ ଷ୍ଟେଟ୍‌ ପୁଲ୍‌ରୁ 94 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

  • 3 from Jharsuguda
    3 from Nuapada
    94 from State Pool

    The total recovered cases of Odisha now stand at 968453

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.