ETV Bharat / city

ସନ୍ତୋଷଜନକ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କୋରୋନା ଆକ୍ରାନ୍ତ

author img

By

Published : May 22, 2020, 3:27 PM IST

ରାଜ୍ୟରେ ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ। ଏବେ ସୁଦ୍ଧା ରାଜ୍ୟରେ ମୋଟ ୪୩୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ଶୁକ୍ରବାର ରାଜ୍ୟରେ 86 ଜଣ ପଜିଟିଭ ବାହାରିଛନ୍ତି।

ସନ୍ତୋଷଜନକ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କୋରୋନା ଆକ୍ରାନ୍ତ
ସନ୍ତୋଷଜନକ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ପୁଣି ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ମୋଟ ୪୩୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।
ଶୁକ୍ରବାର ରାଜ୍ୟରେ 86 ଜଣ ପଜିଟିଭ ବାହାରିଛନ୍ତି।

ସନ୍ତୋଷଜନକ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ତେବେ 43 ଜଣ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରେ ଅନୁଗୁଳରୁ ୧୫ , ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ , ପୁରୀ କେନ୍ଦ୍ରାପଡ଼ା କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1189 ଚିହ୍ନଟ ହୋଇଥିବା ବେଳେ 746 ସକ୍ରିୟ ରହିଛନ୍ତି । 436 ଜଣ ସୁସ୍ଥ ହୋଇଥିବା ବେଳେ 7 ଜନଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.