ETV Bharat / city

ହାଡଭଙ୍ଗା ଶୀତରେ ଥରିବ ସାରା ରାଜ୍ୟ - Temperature to be fall

ରାଜ୍ୟରେ ପ୍ରବାହିତ ହେବ ଉତ୍ତରା ପବନ । ବଢିବ ଶୀତର ପ୍ରକୋପ । ଏଥିସହ କେତେକ ଅଞ୍ଚଳରେ ଆଶିଂକ ବର୍ଷା ହେବାର ସମ୍ଭାବନା ରହିଛି ।

Temperature to be fall
ହାଡଭଙ୍ଗା ଶୀତରେ ଥରିବ ସାରା ରାଜ୍ୟ
author img

By

Published : Dec 24, 2019, 7:05 PM IST

ଭୁବନେଶ୍ବର: ବଢିବ ଶୀତର ପ୍ରକୋପ । ସାରା ରାଜ୍ୟରେ ପ୍ରବାହିତ ହେବ ଉତ୍ତରା ପବନ । ଏଥିସହ ଆସନ୍ତା 26ରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହୁଥିବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାଶ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ 26 ଡିସେମ୍ବରରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ଗୁଡି଼କରେ ସ୍ବଳ୍ପ ବର୍ଷା ହେବ । 27 ତାରିଖ ବେଳକୁ ରାଜ୍ୟରେ ପାଗ ଶୁଖିଲା ରହିବ ।

ହାଡଭଙ୍ଗା ଶୀତରେ ଥରିବ ସାରା ରାଜ୍ୟ

ଉତ୍ତର ଦିଗରୁ ପବନ ଆସିବ ତେଣୁ ରାତି ସମୟରେ ତାପମାତ୍ରା 2ରୁ 3ଡିଗ୍ରୀକୁ ହ୍ରାସ ପାଇବ । ଗତ ୨୪ ଘଣ୍ଟାରେ ଅନୁଗୋଳରେ ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରି ଥିବାବେଳେ ସୋନପୁରରେ ସର୍ବାଧିକ ୨୯.୪ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ଗତକାଲି ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ସାରା ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବ ଯାହା ଫଳରେ ଚଳିତ ମାସ ୨୬ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ।ଆସନ୍ତା ୨୫ ତାରିଖରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ କେଓଁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।୨୬ ଡିସେମ୍ବରରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ଗୁଡିକରେ ସ୍ୱଳ୍ପ ବର୍ଷା ହେବ।୨୭ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ।ଉତର ଦିଗଗରୁ ପବନ ଆସିବ ,ରାତି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରି ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାଶ କହିଛନ୍ତି।ତେବେ ଗତ ୨୪ ଘଣ୍ଟାରେ ଅନୁଗୁଳରେ ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରି ଥିବା ବେଳେ ସୋନପୁରରେ ସର୍ବାଧିକ ୨୯.୪ ତାପମାତ୍ରା ରେକର୍ଡ କରାଯାଇଛି।ସେହିପରି ରାଜ୍ୟ ରାଜଧାନୀ ରେ ଗତ କାଲି ୧୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.