ETV Bharat / city

24 ଘଣ୍ଟାରେ ରାଜ୍ୟରୁ 5281 କୋରୋନା ଆକ୍ରାନ୍ତ ସୁସ୍ଥ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ବୁଧବାର ରାଜ୍ୟରେ 5281 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 800 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 35 ହଜାର 132 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ
24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ
author img

By

Published : Jun 19, 2021, 7:14 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ବୁଧବାର ରାଜ୍ୟରେ 5281 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 800 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 35 ହଜାର 132 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ
24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 231, ବଲାଙ୍ଗୀରରୁ 41, ଝାରସୁଗୁଡ଼ାରୁ 24, ନୂଆପଡ଼ାରୁ 15, ବରଗଡ଼ରୁ 104, ନବରଙ୍ଗପୁରରୁ 134, ସମ୍ବଲପୁରରୁ 41, ଯାଜପୁରରୁ 308, କଳାହାଣ୍ଡିରୁ 76, ମୟୂରଭଞ୍ଜରୁ 276, ରାୟଗଡ଼ାରୁ 103, ଗଞ୍ଜାମରୁ 41, କେନ୍ଦୁଝରରୁ 84, ନୟାଗଡ଼ରୁ 109, ସୋନପୁରରୁ 57, ଜଗତସିଂହପୁରରୁ 187, କୋରାପୁଟରୁ 144, ବାଲେଶ୍ବରରୁ 286, ଭଦ୍ରକରୁ 244, ଗଜପତିରୁ 31, କେନ୍ଦ୍ରାପଡ଼ାରୁ 285, ଦେବଗଡ଼ରୁ 21, କନ୍ଧମାଳରୁ 71, ମାଲକାନଗିରିରୁ 68, ଢ଼େଙ୍କାନାଳରୁ 169, ବୌଦ୍ଧରୁ 213 ଓ ଷ୍ଟେଟ୍‌ ପୁଲ୍‌ରୁ 151 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ
24 ଘଣ୍ଟାରେ ରାଜ୍ୟରୁ 5281 ଆକ୍ରାନ୍ତ ସୁସ୍ଥ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.