ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 874 କୋରୋନା ଆକ୍ରାନ୍ତ - Covid 19 Infected

ରାଜ୍ୟରୁ ଆଜି ଦିନକରେ 874 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 2ହଜାର 128ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 874 କୋରୋନା ଆକ୍ରାନ୍ତ

author img

By

Published : Sep 12, 2021, 7:31 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 874 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 332 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 2ହଜାର 128 ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 1002128

    — H & FW Dept Odisha (@HFWOdisha) September 12, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 145, ପୁରୀରୁ 24, ଅନୁଗୋଳରୁ 18, ବରଗଡ଼ରୁ 3, ଯାଜପୁରରୁ 32, ମୟୂରଭଞ୍ଜରୁ 27, ବଲାଙ୍ଗୀର 4, ରାୟଗଡ଼ାରୁ 12, ଗଞ୍ଜାମରୁ 3, ଢେଙ୍କାନାଳରୁ 19, କେନ୍ଦୁଝରରୁ 5, ନୟାଗଡ଼ରୁ 7, ଜଗତସିଂହପୁରରୁ 20, ଝାରସୁଗୁଡାରୁ 3, କୋରାପୁଟରୁ 2, ବାଲେଶ୍ବରରୁ 40, ଭଦ୍ରକରୁ 9, ଦେବଗଡ଼ରୁ 5, ସୁନ୍ଦରଗଡରୁ 18 ଓ ଷ୍ଟେଟ୍‌ ପୁଲ୍‌ରୁ 78 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 874 Covid patients have recovered and are being discharged on 12.09.2021

    332 from Khordha
    145 from Cuttack
    40 from Baleswar
    33 from Kendrapara
    32 from Jajapur
    27 from Mayurbhanj
    24 from Puri
    21 from Sambalpur
    20 from Jagatsinghpur
    19 from Dhenkanal
    18 from Anugul

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.