ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 2824 କୋରୋନା ଆକ୍ରାନ୍ତ - Corona Infected

ରାଜ୍ୟରୁ ଦିନକରେ 2824 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 12 ହଜାର 463ରେ ପହଞ୍ଚିଲା । ଅଧିକ ପଢନ୍ତୁ..

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 2824 କୋରୋନା ଆକ୍ରାନ୍ତ

author img

By

Published : Jul 11, 2021, 8:28 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ରବିବାର ରାଜ୍ୟରେ 2824 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରୁ 398 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 12ହଜାର 463 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 2824 Covid patients have recovered and are being discharged on 11.07.2021

    398 from Cuttack
    396 from Khordha
    245 from Baleswar
    202 from Mayurbhanj
    190 from Jajapur
    154 from Kendrapara
    144 from Jagatsinghpur
    141 from Bhadrak
    126 from Puri
    106 from Nayagarh

    — H & FW Dept Odisha (@HFWOdisha) July 11, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 396, ପୁରୀରୁ 126, ବଲାଙ୍ଗୀରରୁ 6, ଝାରସୁଗୁଡ଼ାରୁ 6, ନୂଆପଡ଼ାରୁ 9, ବରଗଡ଼ରୁ 18, ନବରଙ୍ଗପୁରରୁ 19, ସମ୍ବଲପୁରରୁ 22, ଯାଜପୁରରୁ 190, କଳାହାଣ୍ଡିରୁ 24, ମୟୂରଭଞ୍ଜରୁ 202, ରାୟଗଡ଼ାରୁ 45, ଗଞ୍ଜାମରୁ 20, କେନ୍ଦୁଝରରୁ 101, ନୟାଗଡ଼ରୁ 106, ସୋନପୁରରୁ 13, ଜଗତସିଂହପୁରରୁ 144, କୋରାପୁଟରୁ 58, ବାଲେଶ୍ବରରୁ 245, ଭଦ୍ରକରୁ 141, ଗଜପତିରୁ 11, କେନ୍ଦ୍ରାପଡ଼ାରୁ 154, ଦେବଗଡ଼ରୁ 5, କନ୍ଧମାଳରୁ 23, ମାଲକାନଗିରିରୁ 69, ଢ଼େଙ୍କାନାଳରୁ 82, ବୌଦ୍ଧରୁ 9 ଓ ଷ୍ଟେଟ୍‌ ପୁଲ୍‌ରୁ 69 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 9 from Nuapada
    6 from Bolangir
    6 from Jharsuguda
    5 from Deogarh
    69 from State Pool

    The total recovered cases of Odisha now stand at 912463

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.