ETV Bharat / city

କୋରୋନାର କୌଣସି ଲକ୍ଷଣ ଦେଖାଗଲେ ନିଜଆଡୁ ଆସି ଟେଷ୍ଟ କରାନ୍ତୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ନିରଜ ମିଶ୍ର

କୋରୋନା ଲକ୍ଷଣରେ ପରିବର୍ତ୍ତନକୁ ନେଇ ଡ଼ଃ ନିରଜ ମିଶ୍ରଙ୍କ ପତିକ୍ରିୟା। ସେ କହିଛନ୍ତି ଯେ ଦ୍ବିତୀୟ ଲହର ପର ଠାରୁ ଭାରତରେ କୋରୋନା ରୋଗୀଙ୍କ ଠାରେ ଲକ୍ଷଣରେ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ତାହା ବିପଦ ସୃଷ୍ଟି କରିବାର କୌଣସି ସମ୍ଭାବନା ନାହିଁ। ଅଧିକ ପଢନ୍ତୁ...

କୋରୋନାର କୌଣସି ଲକ୍ଷଣ ଦେଖାଗଲେ ନିଜଆଡୁ ଆସି ଟେଷ୍ଟ କରାନ୍ତୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Nov 13, 2021, 2:26 PM IST

ଭୁବନେଶ୍ବର: କୋରୋନା ଲକ୍ଷଣରେ ପରିବର୍ତ୍ତନକୁ ନେଇ ଡ଼ଃ ନିରଜ ମିଶ୍ରଙ୍କ ପତିକ୍ରିୟା। ସେ କହିଛନ୍ତି ଯେ, ଦ୍ବିତୀୟ ଲହର ପର ଠାରୁ ଭାରତରେ କୋରୋନା ରୋଗୀଙ୍କ ଠାରେ ଲକ୍ଷଣରେ ପରିବର୍ତ୍ତନ ଦେଖାଦେଇଛି। କିନ୍ତୁ ତାହା ବିପଦ ସୃଷ୍ଟି କରିବାର କୌଣସି ସମ୍ଭାବନା ନାହିଁ। ସାଧାରଣତଃ ପାଗ ପରିବର୍ତ୍ତନ ହେଲେ ଥଣ୍ଡା ଏବଂ ଛିଙ୍କ, ଜ୍ବର, କାଶ, ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହୁଏ। ତେଣୁ ଏହା ଦ୍ବାର ସଂକ୍ରମଣ ବଢିବାର କୌଣସି ସମ୍ଭାବନା ନାହିଁ ।

କୋରୋନାର କୌଣସି ଲକ୍ଷଣ ଦେଖାଗଲେ ନିଜଆଡୁ ଆସି ଟେଷ୍ଟ କରାନ୍ତୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏପଟେ ପାର୍ବଣ ଋତୁ ପରେ ସଂକ୍ରମଣ ବଢିବ ବୋଲି କୁହାଯାଉଥିଲା। କିନ୍ତୁ ତାହା ମଧ୍ୟ ଦେଖାଗଲା ନାହିଁ। ସଂକ୍ରମଣର ଲକ୍ଷଣ ପରିବର୍ତ୍ତନ ହେଲେ ସୁଦ୍ଧା ସେତେ ବଡ ଧରଣର ସଂକ୍ରମଣର ଧାରା ଆସିବ ନାହିଁ। ଅନ୍ୟପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ‘ରାଜ୍ୟରେ ଦୈନିକ 60 ରୁ 70 ହଜାର ଟେଷ୍ଟ କରାଯାଉଛି। ଯଦି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ନିଜଆଡୁ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ଆଉ ଏବେ ସମସ୍ତ ଜିଲ୍ଲାରେ ବ୍ୟବସ୍ଥା ରହିଛି। ତେଣୁ ସଂକୋଚ ନକରି ଆଗକୁ ଆସି ଟେଷ୍ଟ କରାନ୍ତୁ। ଯାହା ଆଗକୁ ଆମ ପାଇଁ ସହାୟକ ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ଯେଉଁଭଳି ଭାବରେ ପ୍ରଥମ ଓ ଦ୍ଵିତୀୟ ଲକ୍ଷଣରେ ସିଭିୟରିଟି ଥିଲା ତାହା ଏବେ ନାହିଁ । ଏହାସହ 2022 ପହିଲାରେ ବୁଷ୍ଟର ଡୋଜ ପାଇଁ ସରକାର ଅନୁମତି ଦେଇପାରନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.