ETV Bharat / city

ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ

author img

By

Published : Jan 1, 2021, 2:00 PM IST

Updated : Jan 1, 2021, 2:29 PM IST

ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ
ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ

13:53 January 01

ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ

ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ
ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ନୂଆବର୍ଷରେ ଆଇଏଏସ ସ୍ତରରେ ଅଦଳବଦଳ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ଆର ଭିନିଲ କ୍ରିଷ୍ଣା । ସେହିପରି ତାଙ୍କୁ କ୍ରୀଡା ବିଭାଗର ସ୍ବତନ୍ତ୍ର ସଚିବର ଅତିରିକ୍ତ ଦାୟିତ୍ବ ମଧ୍ୟ ମିଳିଛି । ଅନ୍ୟପଟେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ଓଡିଶା ମାଇନିଂ କର୍ପୋରେସନର ଏମଡି ଭାବେ ନିଯୁକ୍ତି ମିଳିଥିବାବେଳେ ତାଙ୍କ ସ୍ଥାନରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ମିଳିଛି ।  

ଅନ୍ୟପଟେ ରାୟଗଡା ପିଡି ଡିଆରଡିଏ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେପଟେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ, ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡା ଜିଲ୍ଲାପାଳ, ଆଇଏଏସ ବିଶାଲ ସିଂହଙ୍କୁ ଯାଜପୁରର ପିଡି, ଡିଆରଡିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2021, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.