ETV Bharat / city

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । 1990 ବ୍ୟାଚ୍‍ ଆଇଏଏସ୍‍ ନୀତିନ ଚନ୍ଦ୍ରା ହେଲେ ଓଡିଶା ସବର୍ଡିନେଟ୍‍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ।

ଆଇଏଏସସ୍ତରରେ ଛୋଟ ଧରଣର ଅଦଳବଦଳ
author img

By

Published : Nov 15, 2019, 8:24 PM IST

ଭୁବନେଶ୍ବର: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । 1990 ବ୍ୟାଚ୍‍ ଆଇଏଏସ୍‍ ନୀତିନ ଚନ୍ଦ୍ରା ହେଲେ ଓଡିଶା ସବର୍ଡିନେଟ୍‍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ । 2014 ବ୍ୟାଚ୍‍ ଆଇଏଏସ୍‍ ଚଞ୍ଚଳ ରଣା ହେଲେ ପିଡି-ଡିଆରଡିଏ, ମୟୁରଭଞ୍ଜ ।

ସେହିପରି 2014 ବ୍ୟାଚ୍‍ ଆଇଏଏସ୍‍ ସ୍ବାଧା ଦେବ ସିଂହଙ୍କୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇ ଥିବାବେଳେ 2016 ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟଜ୍ୟୋତି ପରିଡାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ତାଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନର ଓଏସ୍‍ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.