ETV Bharat / city

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ଫେରାଇଲେ ୩.୨୭ ଲକ୍ଷର ମେଡ଼ିକାଲ ବିଲ - କ୍ଲିନଚିଟ

ବିଷ୍ଣୁପଦ ସେଠୀ 3.27 ଲକ୍ଷ ଟଙ୍କାର ମେଡିକାଲ ବିଲ ଫେରାଇଛନ୍ତି । ଅଧିକ ପଢନ୍ତୁ...

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ, ଫେରାଇଲେ ୩.୨୭ ଲକ୍ଷର ମେଡ଼ିକାଲ ବିଲ

author img

By

Published : Jul 9, 2021, 7:39 PM IST

ଭୁବନେଶ୍ବର: ୩.୨୭ ଲକ୍ଷର ମେଡ଼ିକାଲ ବିଲ ଫେରାଇଲେ ବିଷ୍ଣୁପଦ ସେଠୀ । ସେ ଏହି ଟଙ୍କାକୁ 3ଟି ଚେକରେ ଫେରାଇଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କର ଇନଚାର୍ଜ MD ଥିବାବେଳେ ସେ ଏହି ବିଲ ନେଇଥିଲେ ।

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ,  ଫେରାଇଲେ ୩.୨୭ ଲକ୍ଷର ମେଡ଼ିକାଲ ବିଲ
ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ, ଫେରାଇଲେ ୩.୨୭ ଲକ୍ଷର ମେଡ଼ିକାଲ ବିଲ

ବିଷ୍ଣୁପଦ ସେଠୀ ଷ୍ଟେଟ କୋଅପରେଟିଭ ବ୍ୟାଙ୍କକୁ ୩.୨୭ ଲକ୍ଷର ମେଡ଼ିକାଲ ବିଲ ଫେରାଇଛନ୍ତି । ବାପା ଓ ସ୍ତ୍ରୀଙ୍କ ବାବଦରେ ନେଇଥିଲେ ମେଡ଼ିକାଲ ବିଲ। ତେବେ ଏମଡ଼ି ଥାଇ ମେଡ଼ିକାଲ ବିଲ ନେବା ଭୁଲ ନୁହେଁ ବୋଲି କହିଛନ୍ତି ଲୋକାୟୁକ୍ତ। ବିଷ୍ଣୁପଦଙ୍କ ବିରୁଦ୍ଧରେ ଶ୍ରୀକାନ୍ତ ପାକାଲ ଅଭିଯୋଗ କରିଥିଲେ । ପରିଚାଳନା ଦାୟିତ୍ବରେ ଥିବା ସମୟରେ ସେ ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ଼ରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ନେଇଥିବାର ଅଭିଯୋଗ କରାଯାଇଥିଲା ।

2013 ମସହା ଫେବୃଆରୀ 6 ତାରିଖରୁ 2015 ମସିହା ଜୁଲାଇ 28 ତାରିଖ ପର୍ଯ୍ୟନ୍ତ ମେଡିକାଲ୍ ବିଲ୍, କ୍ରମାଗତ ଭତ୍ତା, ପରିଶୋଧ ଆଦିକୁ ନେଇ ବିଲ ରହିଥିଲା । ସେ ତାଙ୍କ ପିତା ଏବଂ ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥ ନେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.