ETV Bharat / city

BMC କମିଶନର ଭାବରେ ଦାୟିତ୍ବ ନେଲେ IAS ବିଜୟ ଅମୃତା କୁଲାଙ୍ଗେ

author img

By

Published : Jun 20, 2022, 5:48 PM IST

BMC କମିଶନର ଭାବରେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ BMC କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

BMC କମିଶନର ଭାବରେ ଦାୟିତ୍ବ ନେଲେ IAS ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର: BMC କମିଶନର ଭାବରେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ BMC କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଭାବରେ ଦାୟିତ୍ବ ତୁଲାଇ ଅନେକ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି IAS ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ ।

BMC କମିଶନର ଭାବରେ ଦାୟିତ୍ବ ନେଲେ IAS ବିଜୟ ଅମୃତା କୁଲାଙ୍ଗେ

ଜଣେ ଦକ୍ଷ ପ୍ରଶାସକ ଭାବେ ସେ ସୁପରିଚିତ । କୋରୋନା ମହାମାରୀରରେ ଗଞ୍ଜାମରେ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଢ଼ ନେତୃତ୍ବ କାରଣରୁ କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲା । ସେହିପରି ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିରର ବିକାଶ କାର୍ଯ୍ୟକୁ ସେ ତ୍ବରାନିତ କରାଇଥିଲେ । ଗଞ୍ଜାମରୁ ପାଇଥିବା ଅଭିଜ୍ଞତାକୁ ନେଇ ସେ BMC ବିକାଶ କରିବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.