ETV Bharat / city

ଗାନ୍ଧିଜୀଙ୍କ ସ୍ମୃତିକୁ ସାଇତି ରଖିଛି ଓଡିଶା - ମହାତ୍ମା ଗାନ୍ଧୀ

ଆଜି ପୁରା ଦେଶ ପାଳୁଛି 73 ତମ ସ୍ବାଧୀନତା ଦିବସ । ସବୁଆଡେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା ।ଏ ହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରାଜଧାନୀରେ କରାଯାଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 12:20 PM IST

ଭୁବନେଶ୍ବର: ଆଜି ପୁରା ଦେଶ ପାଳୁଛି 73 ତମ ସ୍ବାଧୀନତା ଦିବସ । ସବୁଆଡେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ତେବେ ରାଜଧାନୀର ପ୍ରଦର୍ଶନୀ ପଡିଆରେ 73 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରଦର୍ଶନୀ ତିନିଦିନ ଧରି ଚାଲିବ । ଏଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ୟବହାର କରିଥିବା ସାମଗ୍ରୀ, ସମସ୍ତ ଅଭିଯାନର ଫଟୋକୁ ସାଇତା ରଖାଯାଇ ଏହି ପ୍ରଦର୍ଶନୀ ମେଳା କରାଯାଇଛି।

ଅନ୍ୟପଟେ ଏହାକୁ ଦେଖିବାକୁ ଆସିଥିବା ଦର୍ଶକ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବା ସହ ନିଜର ଖୁସି ଜାହିର କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଓ ଯେଉଁ ତିନୋଟି ବିଭାଗ ଏହି ଦାୟିତ୍ବ ନେଇଛନ୍ତି ତାଙ୍କୁ ସମସ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.