ETV Bharat / city

ରାଜ୍ୟର 41% ମହିଳା କୁପୋଷଣର ଶିକାର: ଟୁକୁନି ସାହୁ - ଓଡିଶା ବିଧାନସଭା

ରାଜ୍ୟରେ କେତେ ଶିଶୁ କୁପୋଷଣର ଶିକାର ହୋଇଛନ୍ତି ? କେଉଁ ଜିଲ୍ଲା ରହିଛି ଆଗରେ । କେତେ ପ୍ରତିଶତ ମହିଳା କୁପୋଷଣର ଶିକାର ? ଅଧିକ ପଢନ୍ତୁ ...

ଟୁକୁନି ସାହୁ
ଟୁକୁନି ସାହୁ
author img

By

Published : Feb 15, 2020, 4:46 PM IST

ଭୁବନେଶ୍ବର: ରାଜ୍ୟରେ କୁପୋଷଣର ଶିକାର ହୋଇଥିବା ଅତିଶୟ କମ ଓଜନର ଶିଶୁଙ୍କ ସଂଖ୍ୟା ଅକ୍ଟୋବର 2019 ସୁଦ୍ଧା 21 ହଜାର 901 । କମ ଓଜନର ଶିଶୁଙ୍କ ସଂଖ୍ୟା 3 ଲକ୍ଷ 75 ହଜାର 196 । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଅତିଶୟ କମ ଓଜନର ଶିଶୁ 1732 ଜଣ ଓ କମ ଓଜନର ଶିଶୁ 37 ହଜାର 269 ରହିଛନ୍ତି ।

video
ରାଜ୍ୟର 41 ପ୍ରତିଶତ ମହିଳା କୁପୋଷଣର ଶିକାର

ଏହାପରକୁ ରହିଛି କଳାହାଣ୍ଡି । ଜିଲ୍ଲାରେ ଅତିଶୟ କମ ଓଜନର ଶିଶୁ 2066 ଜଣ ଥିବାବେଳେ କମ ଓଜନର ଶିଶୁ 21 ହଜାର 324 ଜଣ ଅଛନ୍ତି । ସେହିଭଳି ମା’ ମାନଙ୍କ କ୍ଷେତ୍ରରେ କୁପୋଷଣର ଶିକାର ହୋଇଥିବା ହାର ରହିଛି 41 ପ୍ରତିଶତ । ଏଥିରେ ସର୍ବାଧିକ ରହିଛି ମାଲକାନଗିରିରେ (45.9 ପ୍ରତିଶତ) ।

video
ରାଜ୍ୟର 41 ପ୍ରତିଶତ ମହିଳା କୁପୋଷଣର ଶିକାର

ଶନିବାର ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଏକ ଉତ୍ତରରେ ଏହି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.