ETV Bharat / city

ଆରମ୍ଭରୁ ଗୃହ ଦୁଇଥର ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି - speaker calling for an all-party meeting

ପରୀ ପ୍ରସଙ୍ଗରେ ଆଜି ବି ବିଧାନସଭାରେ ହଙ୍ଗାମା । ଗୃହ ମଧ୍ୟଭାଗରେ ବିରୋଧୀ ବିଜେପି-କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ । SIT ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ। ଅଧିକ ପଢନ୍ତୁ...

ଆରମ୍ଭରୁ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

author img

By

Published : Nov 27, 2020, 11:48 AM IST

ଭୁବନେଶ୍ବର: ଗୃହ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ। ପରି ହତ୍ୟା ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ। ଏସଆଇଟି ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହୋହାଲ୍ଲା।

ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ପ୍ରଥମେ 30 ମିନିଟ ପାଇଁ 11.30 ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥି୍ବା ବେଳେ ଏବେ ପୁନର୍ବାର 15 ମିନିଟ୍ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି ।

ସେପଟେ ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ଆଲୋଚନା ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.