ETV Bharat / city

ଟିକା ନେଲେ ରାଜ୍ୟପାଳ ଗଣେଶୀ ଲାଲ - governer vaccination

ଟିକା ନେଲେ ରାଜ୍ୟପାଳ
ଟିକା ନେଲେ ରାଜ୍ୟପାଳ
author img

By

Published : Mar 4, 2021, 5:48 PM IST

Updated : Mar 4, 2021, 7:32 PM IST

17:40 March 04

କୋଭିଡ ଟିକାର ପ୍ରଥମ ଡୋଜ ନେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ବର: କୋରୋନା ଟିକା ନେଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । କୋଭିଡର ପ୍ରଥମ ଡୋଜ ନେଇଛନ୍ତି ରାଜ୍ୟପାଳ । ରାଜଭବନ ହସ୍ପିଟାଲରେ ଗୁରୁବାର ଟିକା ନେଇଛନ୍ତି ରାଜ୍ୟପାଳ ।

ଦେଶରେ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ଟୀକାକରଣ ଚାଲିଛି । ଟୀକାକରଣର ଚତୁର୍ଥ ଦିନରେ କୋଭିଡ ଟୀକା ନେଇଛନ୍ତି ଓଡ଼ିଶାର ପ୍ରଥମ ନାଗରିକ ଗଣେଶୀ ଲାଲ । ରାଜଭବନ ହସ୍ପିଟାଲରେ  ଗୁରୁବାର କୋଭିଡର ପ୍ରଥମ ଡୋଜ ଟିକା ନେଇଛନ୍ତି ରାଜ୍ୟପାଳ ।  

ରାଜ୍ୟପାଳ ଟିକା ନେବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଡଃ ପ୍ରମୋଦ ମେହେଦା ଉପସ୍ଥିତ ଥିଲେ । ଟିକା ନେବା ପରେ କିଛି ସମୟ ଅବଜରଭେସନ ରହିଥିଲେ ରାଜ୍ୟପାଳ। କୌଣସି ସମସ୍ୟା ନହେବାରୁ ସେ ରାଜଭବନ ଫେରିଆସିଛନ୍ତି । ସମସ୍ତେ ନିଜ ନିଜର ସମୟ ଆସିଲେ ନିଶ୍ଚିତ ଭାବେ ଏହି ଟିକା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Mar 4, 2021, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.