ETV Bharat / city

ରାଜଧାନୀରେ ହୋଲି କଟକଣା, ଘର ବାହାରେ ରଙ୍ଗ ଖେଳିବା ମନା - କମିଶନରେଟ ପୋଲିସ

ହୋଲି ପାଇ ରାଜଧାନୀରେ କଟକଣା ଜାରି କରିଛି କମନିଶନରେଟ ପୋଲିସ । ଅଧିକ ପଢନ୍ତୁ....

ରାଜଧାନୀରେ ହୋଲି କଟକଣା, ଘର ବାହାରେ ରଙ୍ଗ ଖେଳିବା ମନା

author img

By

Published : Mar 28, 2021, 8:49 PM IST

ଭୁବନେଶ୍ବର : ହୋଲି ପାଇଁ ରାଜଧାନୀରେ କଟକଣା ଜାରି କରିଛି କମନିଶନରେଟ ପୋଲିସ । ଘର ବାହାରେ ରଙ୍ଗ ଖେଳିବା ନିଷେଧ କରାଯାଇଛି । ଏଥିପାଇଁ ରାଜଧାନୀର ଛକ ଛକରେ ଜଗିବ ପୋଲିସ । ସ୍ଥିତି ଉପରେ ନଜର ରଖିବା ପାଇଁ ୨୦ ପିସିଆର ଭ୍ୟାନ ସହ ଷ୍ଟ୍ରାଇକ୍ ଫୋର୍ସ ମଧ୍ୟ ମୂତୟନ ହେବେ । ଏଥିସହ ରାଜଧାନୀରେ ୧୫ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ ହେବେ ।

ରାଜଧାନୀରେ ହୋଲି କଟକଣା, ଘର ବାହାରେ ରଙ୍ଗ ଖେଳିବା ମନା

ସେହିପରି ଜଳାଶୟ ଘାଟରେ ମଧ୍ୟ ପୋଲିସ ଜଗିବେ । ତେବେ ଘର ଭିତରେ ରହି ହୋଲି ଖେଳିବାକୁ ଅନୁରୋଧ କରାଯାଇଛି। କେହି ନିୟମ ଉଲଙ୍ଘନ କଲେ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ କାର୍ଯାନୁଷ୍ଠାନ ହେବ। ରାସ୍ତା ଉପରେ ପ୍ରୋସେସନ ଓ ଏକଜୁଟ ହୋଇ ରଙ୍ଗ ନ ଖେଳିବାକୁ ଭୁବନେଶ୍ୱର ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.