ETV Bharat / city

ଅଚାନକ ପରିଦର୍ଶନ କଲେ, ସକାଳୁ ସନ୍ଧ୍ୟା ଯାଏଁ ବାଣୀବିହାରରେ ରହିଲେ ଅରୁଣ ସାହୁ - higher education minister arun sahoo

ଗୁରୁବାର ସକାଳେ ଅଚାନକ ବାଣୀବିହାର ଗସ୍ତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସକାଳୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସରେ ରହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏହାସହ କଲେଜର ସମସ୍ତ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 19, 2019, 10:47 PM IST

ଭୁବନେଶ୍ବର: ସୁପ୍ରିମୋଙ୍କ ୫Tକୁ କାର୍ଯ୍ୟକାରୀ କରିବା ପାଇଁ ଫୁଲ ଦମରେ ନେତାମନ୍ତ୍ରୀ । ଏହି କ୍ରମରେ ଗୁରୁବାର ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅଚାନକ ବାଣୀବିହାର ଗସ୍ତ କରିଛନ୍ତି । ସକାଳୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସରେ ରହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଦିନ ତମାମ କଲେଜ କ୍ୟାମ୍ପସରେ ଗୋଟି ଗୋଟି କରି ସବୁ ସ୍ଥାନ ନିଜେ ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀ ଓ ଶେଷରେ ଅଧ୍ୟାପକ ଓ ଚତୁର୍ଥ କର୍ମଚାରୀ ମାନଙ୍କ ସହ ଆଲେଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଅଚାନକ ବାଣୀବିହାର ପରିଦର୍ଶନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କ୍ୟାମ୍ପସର ସମସ୍ତ ସୁବିଧା ଓ ଅସୁବିଧା କିଭଳି ଭାବରେ ସଜାଡିଲେ ଭଲ ହେବ ତାହା ଉପରେ ଛାତ୍ରଛାତ୍ରୀଙ୍କ ଠାରୁ କର୍ମଚାରୀ ସଭିଁଙ୍କ ଠାରୁ ମତାମତ ନେଇଛନ୍ତି । କଲେଜର ପିଜି କାଉନସିଲ ଠାରୁ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଗୃହ, କଲେଜ କୋଠରୀ, କଲେଜର ପରିମଳ ବ୍ୟବସ୍ଥା ସବୁ ନିଜେ ଯାଞ୍ଚ କରିଛନ୍ତି । ଏଥିସହ ଖୁବଶୀଘ୍ର କଲେଜର ସମସ୍ତ ଅସୁବିଧାର ସମାଧାନ ମଧ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଫେରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଜି ସକାଳୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସ ରେ ରହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଦିନ ତମାମ କଲେଜ କ୍ୟାମ୍ପସ ର ଗୋଟି ଗୋଟି କରି ସବୁ ସ୍ଥାନ ନିଜେ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ସଭା ଶେଷ ରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଚତୁର୍ଥ କର୍ମଚାରୀ ମାନଙ୍କ ସହ ଆଲେଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ। କ୍ୟାମ୍ପସ ର ସବୁ ଅସୁବିଧା କିଭଳି ଭାବରେ ସଜାଡିଲେ ଭଲ ହେବ ତା ଉପରେଛାତ୍ରଛାତ୍ରୀ ଙ୍କ ଠାରୁ କର୍ମଚାରୀ ସଭିଙ୍କ ଠାରୁ ମତ ମଧ୍ୟ ମାଗିଛନ୍ତି । କଲେଜ ର ପିଜି କାଉନସିଲ ଠାରୁ ଛାତ୍ରଛାତ୍ରୀ ଙ୍କ ହଷ୍ଟେଲ ଗୃହ, କଲେଜ କୋଠରି, କଲେଜ ର ପରିମଳ ବ୍ୟବସ୍ଥା ସବୁ ନିଜେ ଯାଂଚ କରିଛନ୍ତି ମନ୍ତ୍ରୀ ନିଜେ। ଯଥା ଶୀଘ୍ର କଲେଜ ର ସବୁ ଅସୁବିଧା ର ସମାଧାନ ମଧ୍ୟ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୁତି ଦେଇ ଫେରିଛନ୍ତି।

Body:ଆଜି ସକାଳୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସ ରେ ରହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଆଜି ସକାଳୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସ ରେ ରହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଦିନ ତମାମ କଲେଜ କ୍ୟାମ୍ପସ ର ଗୋଟି ଗୋଟି କରି ସବୁ ସ୍ଥାନ ନିଜେ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ସଭା ଶେଷ ରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଚତୁର୍ଥ କର୍ମଚାରୀ ମାନଙ୍କ ସହ ଆଲେଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ। କ୍ୟାମ୍ପସ ର ସବୁ ଅସୁବିଧା କିଭଳି ଭାବରେ ସଜାଡିଲେ ଭଲ ହେବ ତା ଉପରେଛାତ୍ରଛାତ୍ରୀ ଙ୍କ ଠାରୁ କର୍ମଚାରୀ ସଭିଙ୍କ ଠାରୁ ମତ ମଧ୍ୟ ମାଗିଛନ୍ତି । କଲେଜ ର ପିଜି କାଉନସିଲ ଠାରୁ ଛାତ୍ରଛାତ୍ରୀ ଙ୍କ ହଷ୍ଟେଲ ଗୃହ, କଲେଜ କୋଠରି, କଲେଜ ର ପରିମଳ ବ୍ୟବସ୍ଥା ସବୁ ନିଜେ ଯାଂଚ କରିଛନ୍ତି ମନ୍ତ୍ରୀ ନିଜେ। ଯଥା ଶୀଘ୍ର କଲେଜ ର ସବୁ ଅସୁବିଧା ର ସମାଧାନ ମଧ୍ୟ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୁତି ଦେଇ ଫେରିଛନ୍ତି।

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.