ETV Bharat / city

କମ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜକୁ ରିପୋର୍ଟ ତଲବ - HIGHER EDUCATION DEPARTMENT NOTICE

ଲଗାତାର ଭାବରେ ଗତ 3 ବର୍ଷ ହେଲା ଯେଉଁସବୁ କଲେଜ ଗୁଡିକରେ 25 ପ୍ରତିଶତରୁ କମ ପିଲା ନାମ ଲେଖାଉଛନ୍ତି, ସେହିସବୁ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

aa
କମ ଛାତ୍ରଛାତ୍ରୀ ନାମ ଲରଖାଉଥିବା କଲେଜକୁ ନୋଟିସ
author img

By

Published : Feb 12, 2020, 11:07 PM IST

ଭୁବନେଶ୍ବର: 25 ପ୍ରତିଶତରୁ କମ ପିଲା ନାମ ଲେଖାଉଥିବା କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଲଗାତାର ଭାବରେ ଗତ 3 ବର୍ଷ ହେଲା ଯେଉଁସବୁ କଲେଜ ଗୁଡିକରେ ବହୁତ କମ ପିଲା ନାମ ଲେଖାଉଛନ୍ତି ସେମାନଙ୍କୁ ଦିଆଯାଇଥିବା ଅନୁମତି କାହିଁକି ପ୍ରତ୍ୟାହାର ହେବ ନାହିଁ ବୋଲି ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ । ଏଥିରେ ଭୁବନେଶ୍ବରର 2ଟି କଲେଜ ମଧ୍ୟ ରହିଛି ।

HIGHER EDUCATION DEPARTMENT
କମ ଛାତ୍ରଛାତ୍ରୀ ନାମ ଲରଖାଉଥିବା କଲେଜକୁ ନୋଟିସ

ସେହି ସବୁ କଲେଜ ଗୁଡିକ ହେଲା ଯାଜପୁରର ଆପେକ୍ସ ରେସିଡେନସିଆଲ ଡିଗ୍ରୀ କଲେଜ, କେନ୍ଦ୍ରାପଡାର କ୍ଷେତ୍ରପାଳ ସଂସ୍କୃତ କଲେଜ ଓ ଶ୍ରୀରାମ ସଂସ୍କୃତ କଲେଜ, ଖୋର୍ଦ୍ଧାର ଜ୍ଞାନ ଭାରତୀ ଡିଗ୍ରୀ କଲେଜ ଓ ଗୌରବ କଲେଜ ଅଫ କମର୍ସ, ମୟୁରଭଞ୍ଜର ବ୍ରିଲିଆନ୍ସ ଯୁକ୍ତ ତିନି କଲେଜ, ସମ୍ବଲପୁରର ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ଇନ କମର୍ସ, ସୋନପୁରର ସୁକାନ୍ତୀ ଡିଗ୍ରୀ କଲେଜ, ସୁନ୍ଦରଗଡର ଭେନସ ଡିଗ୍ରୀ କଲେଜ ।

ତେବେ ଫେବୃଆରୀ 20 ସୁଦ୍ଧା ଉତ୍ତର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.