ETV Bharat / city

ସୁରକ୍ଷା ବଳୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର - ସୁରକ୍ଷା ବଳୟ

ଧାରା 370 ଉଚ୍ଛେଦ ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଯାତ୍ରୀଙ୍କ ଉପରେ କଡା ନଜର ରଖୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 8, 2019, 7:59 PM IST

ଭୁବନେଶ୍ବର: ବଢିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା । ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି । ଧାରା 370 ଉଚ୍ଛେଦ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ନିରାପତ୍ତା ବଢ଼ାଇ ଦିଆଯାଇଛି । ଏଥିସହ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଯାତ୍ରୀମାନଙ୍କୁ ତନଖି କରି ଯାଞ୍ଚ କରାଯିବା ସହ ସନ୍ଦେହଜନକ ଭାବରେ ବିମାନ ବନ୍ଦର ପାଖରେ କାହାକୁ ଦେଖିଲେ ତୁରନ୍ତ ପଚରାଉଚରା କରାଯାଉଛି । ଭୁବନେଶ୍ୱର ବିମାନ ବନ୍ଦରର ପ୍ରବେଶ ଦ୍ୱାରର ସୁରକ୍ଷା କଡାକଡି କରାଯିବା ସହ ଅଧିକ ବିମାନ ବନ୍ଦର ପୋଲିସ ନିୟୋଜିତ ହୋଇଛନ୍ତି । ମୁଖ୍ୟତଃ ଯାତ୍ରୀଙ୍କ ଉପରେ କଡା ନଜର ରହୁଛି ପୋଲିସ । ଏଥିସହ ଯାତ୍ରୀମାନଙ୍କୁ କଡାକଡି ଭାବରେ ଯାଞ୍ଚ କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସୁରକ୍ଷା ବଳୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର।

ଧାରା 370 ଉଛେଦ ପରେ ନିରାପତ୍ତା କୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ନିରାପତ୍ତା ବଢ଼ାଇ ଦିଆଜିଛି। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Body:
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର ସୁରକ୍ଷା କଡାକଡି କରାଗଲା। ଜାମୁ କାଶ୍ମୀରି ରୁ 370 ଧାରା ଉଠିଲା ପରେ ଦେଶର ସମସ୍ତ ବିମାନ ବନ୍ଦର କୁ ହାଇ ଆରଲଟ ଜାରି କରାଯାଇଛି। ଯାତ୍ରୀ ମାନଙ୍କୁ ତନଖି କରି ଯାଂଚ କରାଯିବା ସହ ସନ୍ଦେହ ଜଣକ ଭାବରେ ବିମାନବନ୍ଦର ପାଖ ରେ ଦେଖିଲେ ତୁରନ୍ତ ପଚରାଉଚରା କରାଯାଉଛି। ଭୁବନେଶ୍ୱର ବିମାନବନ୍ଦର ର ପ୍ରବେଶ ଦ୍ୱାର କୁ କଡାକଡି କରାଯିବା ସହ ଅଧିକ ବିମାନ ବନ୍ଦର ପୋଲିସ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ଭାବରେ ଯାତ୍ରୀ ମାନଙ୍କ ଉପରେ କଡା ନଜର ରହୁଛି। ଏହା ସହ ଯାତ୍ରୀ ମାନଙଙ୍କୁ କଡାକଡି ଭାବରେ ଯାଂଚ କରାଯାଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.