ETV Bharat / city

ସୁରକ୍ଷିତ ବସ ଯାତ୍ରା ପାଇଁ ହେଲ୍ପ ଲାଇନ ନମ୍ବର ଜାରି

ଏଣିକି ବସରେ ଯାତ୍ରା କରିବା ବେଳେ କୌଣସି ସମସ୍ୟାର ଶିକାର ହେଲେ କମିଶନରେଟ ପୋଲିସକୁ ଜଣାଇ ପାରିବେ ମହିଳା। ଏଥିପାଇଁ ଜାରି ହୋଇଛି ସ୍ବତନ୍ତ୍ର ହେଲ୍ପ ଲାଇନ ନମ୍ବର। ଅଧିକ ଖବର ପଢନ୍ତୁ...

author img

By

Published : Feb 1, 2020, 4:38 PM IST

helpline no for women
ମହିଳାଙ୍କ ପାଇଁ କମିଶନରେଟ ପୋଲିସ, ସୁରକ୍ଷିତ ବସ ଯାତ୍ରା ପାଇଁ ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ବର: ମହିଳାଙ୍କ ସୁରକ୍ଷା ଲାଗି କମିସନରେଟ ପୋଲିସର ଆଉ ଏକ ପଦକ୍ଷେପ। ଏଣିକି ବସରେ ଯାତ୍ରା ବେଳେ କୌଣସି ସମସ୍ୟାର ଶିକାର ହେଲେ କମିସନରେଟ ପୋଲିସକୁ ଜଣାଇ ପାରିବେ। ଏଥିପାଇଁ ଜାରି ହୋଇଛି ସ୍ବତନ୍ତ୍ର ନମ୍ବର।

ଏହି ନମ୍ବର ଜରିଆରେ ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ପୋଲିସ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ। ଏହା ଦ୍ବାରା କୌଣସି ଯୁବତୀ କିମ୍ବା ମହିଳା, କଲେଜ ଛାତ୍ରୀ ବା କର୍ମଜୀବି ମହିଳାଙ୍କୁ ଅସଦାଚରଣ ବା ଏଭ ଟିଜିଂର ଶିକାର ହେଲେ ସିଧାସଳଖ ପୋଲିସକୁ ଅଭିଯୋଗ କରିପାରିବେ।

ଏଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୦୦ ସହ ଲ୍ୟାଣ୍ଡଲାଇନ ୦୬୭୪ ୨୫୪୩୫୪୧ ସହ ହ୍ବାଟସପରେ ମଧ୍ୟ ଯୋଗାଯୋଗ କରିପାରିବେ। ଏଥିପାଇଁ ହ୍ବାଟସପ ନମ୍ବର ୯୪୩୭୫୮୧୫୭୫ ରେ ଫଟୋ କିମ୍ବା ଭିଡିଓ ମଧ୍ୟ ପଠାଇପାରିବେ। ଯାହା ଦ୍ବାରା ତୁରନ୍ତ ସେହି ଅଭିଯୁକ୍ତ କିମ୍ବା ଦୁର୍ବୃତ୍ତ ଅଥବା ରୋଡ ରୋମିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ କମିସନରେଟ ପୋଲିସ।

ଏନେଇ ଗତ ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇଥିବା ମହିଳା ଏସପିଓଙ୍କ ମତାମତ ଅନୁସାରେ ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ। ଏନେଇ ମହିଳାଙ୍କୁ ସୁରକ୍ଷା ଦେବାରେ କମିସନରେଟ ପୋଲିସ ସଫଳ ହୋଇପାରିବ ବୋଲି ପୋଲିସ କମିସନର କହିଛନ୍ତି।

ଏନେଇ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ କଟକ ଓ ଖୋର୍ଦ୍ଧାକୁ ଯୋଗାଯୋଗ କରୁଥିବା ବସ ଯାତ୍ରୀଙ୍କ ପାଇଁ ଏଭଳି ସେବା ଯୋଗାଇଦିଆଯିବ। ପରେ ରାଜ୍ୟର ସମସ୍ତ ବସରେ ଏପରି ହେଲପ୍ ଲାଇନ ନମ୍ବର ସମ୍ପର୍କରେ ଅବଗତ କରିବା ପାଇଁ ଯୋଜନା କରାଯିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବସ ଯାତ୍ରା ବେଳେ ମହିଳା ସୁରକ୍ଷା ଲାଗି ସ୍ବତନ୍ତ୍ର ନମ୍ବରBody:

ମହିଳାଙ୍କ ସୁରକ୍ଷା ଲାଗି କମିସନରେଟ ପୋଲିସର ଆଉ ଏକ ପଦକ୍ଷେପ।ଏଣିକି ବସରେ ଯାତ୍ରା ବେଳେ କୌଣସି ସମସ୍ଯାର ଶିକାର ହେଲେ କମିସନରେଟ ପୋଲିସକୁ ଜଣାଇପାରିବେ। ଏଥିପାଇଁ ଜାରି ହୋଇଛି ସ୍ବତନ୍ତ୍ର ନମ୍ବର ।ଜାହା ଜରିଆରେ ପୋଲିସ କଣ୍ଟ୍ରାୋଲ ରୁମ ସହ ପୋଲିସ ଅଧିକାରିଙ୍କୁ ଯୋଗାଯୋଗ କରିପାରିବେ।ଏହା ଦ୍ବାରା କୌଣସି ଯୁବତି ବା ମହିଳା ବା କଲେଜ ଛାତ୍ରୀ ବା କର୍ମଜିବି ମହିଳା ଅସଦାଚରଣ ବା ଏଭ ଟିଜିଂର ଶିକାର ହେଲେ ସିଧାସଳଖ ପୋଲିସ କୁ ଯୋଗାଯୋଗ କରିପାରିବେ ଏଥିପାଇଁ ପୋଲିସ କଣ୍ଚ୍ରୋଲ ରୁମ ନମ୍ବର ୧୦୦ ସହ ଲାଣ୍ଡଲାଇନ ୦୬୭୪ ୨୫୪୩୫୪୧ ସହ ହ୍ବାଟସପରେ ମଧ୍ଯ ଯୋଗାଯୋଗ କରିପାରିବେ ଏଥୁପାଇଁ ହ୍ବାଟସପ ନମ୍ବର ୯୪୩୭୫୮୧୫୭୫ ରେ ଫଟୋ କିମ୍ବା ଭିଡିଓ ମଧ୍ଯ ପଠାଇପାରିବେ।ଯା ଦ୍ବାରା ତୁରନ୍ତ ସେହି ଅଭିଯୁକ୍ତ ବା ଦୁର୍ବୁତ ବିରୋଧରେ ବା ରୋଡ ରୋମିଓ ବିରୋଧରେ କାର୍ଯାନୁଷ୍ଠାନ ନେଇପାରିବ କମିସନରେଟ ପୋଲିସ।ଏନେଇ ଗତ ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇଥିବା ମହିଳା ଏସପିଓଙ୍କ ମତାମତ ଅନୁସାରେ ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ।ଏନେଇ ମହିଳାଙ୍କୁ ସୁରକ୍ଷା ଦେବାରେ କମିସନରେଟ ପୋଲିସ ସଫଳ ହୋଇପାରିବ ବୋଲି ପୋଲୁସ କମିସନର କହିଛନ୍ତି।ଏନେଇ ପ୍ରଥମିକ ପର୍ଯୟରେ ପୁରି ଓ କଟକ ଓ ଖୋର୍ଦାକୁ ଯୋଗାଯୋ କରୁଥିବା ବସ ଯାତ୍ରୀଙ୍କ ପାଇଣ ଏଭଳି ସେବା ଯୋଗାଇଦିଆଯିବ।ପରେ ରାଜ୍ଯର ସମସ୍ତ ବସରେ ଏପରି ହେଲପଲାଇନ ନମ୍ବର ସମ୍ପର୍କରେ ଅବଗତ କରାଯିବ ପାଇଁ ଯୋଜନା କରାଯିବ।Conclusion:ବାଇଟ-ସୁଧାଂଶୁ ଷରଙ୍ଗି,ପୋଲିସ କମିସନର

ଗତ କାଲି ଫିଡରେ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.