ETV Bharat / city

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

author img

By

Published : May 16, 2021, 10:15 PM IST

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ସବୁ କୋଭିଡ ହସ୍ପିଟାଲରେ ଖୋଲିବ ହେଲ୍ପ ଡେସ୍କ । ଅଧିକ ପଢନ୍ତୁ....

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟାତାମୂଳକ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଦୈନିକ ଭବରେ ବୃଦ୍ଧି ଘଟୁଛି। ତେବେ ଏନେଇ ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ। ଏହି ହେଲ୍ପ ଡେସ୍କ 24 ଘଣ୍ଟା କାମ କରିବ। ଏନେଇ ସ୍ୱାସ୍ଥ୍ୟ ବିଭଗାର ନିର୍ଦ୍ଦେଶନାମା ଜାରି କରିଛି।

ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ଏପେଟେ କୋଭିଡ ହସ୍ପିଟାଲରେ ବେଡ଼ ସଂଖ୍ୟା ବଢାଯାଉଛି । ଲୋକଙ୍କୁ ଉଚିତମାନର ଚିକିତ୍ସା ଯୋଗାଇବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ତେବେ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ ଅଟେ । ଯାହା ଏହି ହେଲ୍ପ ଡେସ୍କ ସପ୍ତାହ ସାରା 24 ଘଣ୍ଟା କାମ କରିବ। ଏପରିକି ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲକୁ ନିର୍ଦେଶ ଦିଆଯାଇଛି । ଏହି ହେଲପ୍ ଡେସ୍କର ମାଗଣା ସହାୟତା ଲାଇନ୍ ନମ୍ବର ଜାରି କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.