ETV Bharat / city

2ଦିନ ଧରି ପ୍ରବଳ ବର୍ଷିବ

author img

By

Published : Aug 6, 2019, 10:00 PM IST

ଆସନ୍ତା ଦୁଇଦିନରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।ଅନ୍ୟପକ୍ଷେ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 2 ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାବ କେନ୍ଦ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 128ମିମି ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର ମାଲକାନାଗିରି, ଗଞ୍ଜାମ, କଳାହାଣ୍ଡି, ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗଜପତି, କଟକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗତ 24 ଘଂଟା ଭିତରେ ପୁରୀ ରେ ରେକର୍ଡ ହେଲା ସର୍ବାଧିକ ବର୍ଷାBody:ଗତ 24 ଘଂଟା ଭିତରେ ପୁରୀ ରେ ସର୍ବାଧିକ ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅନ୍ୟ ପଟେ ଆସନ୍ତା 2 ଦିନ ଧରି ରାଜ୍ୟ ରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର ରୁ ସୂଚନା ମିଳିଛି। ରାଜ୍ୟ ର ମାଲକାନଗିରି, ଗଂଜାମ, କଳାହାଣ୍ଡି, ପୁରୀ ଜିଲା ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗଜପତି, କଟକ, ଆଦି ଆଞ୍ଚଳ ରେ ବି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସୂଚନ ରହିଛି।
ବାଇଟ ଶାସିକାନ୍ତ ମିଶ୍ର
ପାଣିପାଗ ବିଶେସଂଜ୍ଞConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.