ETV Bharat / city

Cyclone Jawad Effect: ରାଜଧାନୀରେ ଜାରି ରହିଛି ବର୍ଷା

author img

By

Published : Dec 4, 2021, 3:33 PM IST

ବାତ୍ୟାର ପ୍ରଭାବରେ ଭୁବନେଶ୍ବରରେ ବର୍ଷା (Heavy rainfall)। ପ୍ରାୟ ଦେଢ ଘଣ୍ଟା ଧରି ଝିପି ଝିପି ବର୍ଷା ପରେ ଏବେ ଅଧଘଣ୍ଟା ଧରି ଭାରି ମାତ୍ରାରେ ବର୍ଷା ଜାରି ରହିଛି । ଅଧିକ ପଢନ୍ତୁ

ଜଓ୍ବାଦ ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ବର: ବାତ୍ୟାର ପ୍ରଭାବରେ ଭୁବନେଶ୍ବରରେ ବର୍ଷା ଜାରି ରହିଛି । ପ୍ରାୟ ଦେଢ ଘଣ୍ଟା ଧରି ଝିପି ଝିପି ବର୍ଷା ପରେ ଏବେ ଅଧଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଛି । ସେହିପରି SRCଙ୍କ ସୂଚନା ଆଧାରରେ ୨୦୦ମିମି ବର୍ଷା ହେବ । ଯାହା ଏବେ ଦେଖିବାକୁ ମିଳିଛି । ଏହି ବର୍ଷା ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ହେବାର ଆକଳନ କରାଯାଉଛି । ତେବେ ଭାରିମାତ୍ରାରେ ବର୍ଷା ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଫଳରେ ଯାତାୟାତରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.