ETV Bharat / city

ଭିଜିଲା ସ୍ମାର୍ଟ ସିଟି, ଗୁଳୁଗୁଳିରୁ ମିଳିଲା ତ୍ରାହି - hole night

ଗତ ବୁଧବାର ସାରା ରାତି ବର୍ଷାରେ  ଭିଜୁଛି ଭୁବନେଶ୍ୱର। ଯାହା ଫଳରେ ସ୍ମାର୍ଟ ସିଟିର ଲୋକେ  ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 13, 2019, 6:14 AM IST

ଭୁବନେଶ୍ବର: ଭିଜିଲା ସ୍ମାର୍ଟସିଟି । ତାତିରୁ ମିଳିଲା ଆସ୍ବସ୍ତି । ଗତ ବୁଧବାର ସାରା ରାତି ବର୍ଷାରେ ଭିଜୁଛି ଭୁବନେଶ୍ୱର। ଯାହା ଫଳରେ ସ୍ମାର୍ଟ ସିଟିର ଲୋକଙ୍କୁ ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦିନକ ପୂର୍ବରୁ ପ୍ରବଳ ଖରା ହେତୁ ରାଜଧାନୀବାସୀ ପ୍ରବଳ ଗୁଳଗୁଳିରେ ଆଉଟପାଉଟ ହେଉଥିଲେ । ଯାହାଫଳରେ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, ବଲାଙ୍ଗିରି, ସେନପୁର, ନୂଆପଡା,କଳାହାଣ୍ଡି, ତାପମାତ୍ରା ମଧ୍ୟ 40 ତଳକୁ ଖସିବା ନା ନେଉଁନି । ଏପଟେ ହୀରାକୁଦରେ 44.8 ଡିଗ୍ରୀ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ରାଜ୍ୟ 11ଟି ଜିଲ୍ଲାରେ ତାପମାତ୍ର 40 ଡ଼ିଗ୍ରୀ ଉପରେ ରହିଛି ।

ଅନ୍ୟପଟେ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

hghzhghh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.