ETV Bharat / city

24 ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ବର୍ଷା ରେକର୍ଡ - ଗୋପାଳପୁରରେ ସର୍ବାଧିକ ବର୍ଷା ରେକର୍ଡ

ଗତ 24 ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ଅନ୍ୟପଟେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 19, 2019, 9:34 PM IST

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ତେବେ 24 ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ 93.2 ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱର 12.5, କଟକ 13.6, ଦାରିଙ୍ଗବାଡିର 9.0, କେରାପୁଟ 9.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପଟେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସହ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ଅନୁମାନ କରୁଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଏପଟେ ଏବେବି 29ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:19.07.2019
Radhakanta Mohanty,Kendrapada
Slug-od_kpr_03_deferd in model booth_7204459
Anchor-କେଇଘଣ୍ଟା ପରେ ପାଟକୁରା ନିର୍ବାଚନ।ଏନେଇ ପାଟକୁରାର ୨୫ଟି ମଡେଲ ବୁଥ ମଧ୍ୟରୁ ଗୁଆଲସିଂ ପଞ୍ଚାୟତରେ ଥିବା ଠାକୁରପାଟଣା ୨୬ନଂ ବୁଥକୁ ମଡେଲ ବୁଥ ଭାବରେ ଗ୍ରହଣ କରାଯାଇଛି।ତେବେ ମଡେଲ ବୁଥରେ ଆୟୋଜନକୁ ନେଇ ତତ୍ପର ପ୍ରିଜାଇଡିଂ ଓ ପୋଲିଂ ଅଫିସର।ଆସନ୍ତାକାଲି ସକାଳ ୬ଘଟିକାରୁ ମକପୋଲ ଆରମ୍ଭ ହେବ ଏବଂ ସକାଳ ୭ଘଟିକାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକାରେ ମତଦାନ ଶେଷ ହେବ ବୋଲି କହିଛନ୍ତି ପ୍ରିଜାଇଡିଂ ଅଫିସର।ମୋଟ ୧୧୯୫ଜଣ ଭୋଟର ଏହି ମତଦାନ କେନ୍ଦ୍ରରେ ମତଦାନ କରିବେ ବୋଲି ସୂଚନା ଦେଇଛନ୍ତି ସରକାରୀ ଅଧିକାରୀ।
DeferdBody:DeferdConclusion:Deferd
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.