ETV Bharat / city

‘କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା’ - capital hospital, bhubaneswar

କ୍ୟାପିଟାଲ ହସ୍ପିଟାଲରେ ହେବ ହୃଦରୋଗ ଚିକିତ୍ସା। ହୃଦରୋଗ ବିଶେଷଜ୍ଞ ପ୍ରଭାତ ଦାସଙ୍କ ତତ୍ତ୍ବାବଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ ।

ଫାଇଲ ଫଟୋ
author img

By

Published : Nov 6, 2019, 2:35 PM IST

Updated : Nov 6, 2019, 4:21 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା। ହୃଦରୋଗ ବିଶେଷଜ୍ଞ ପ୍ରଭାତ ଦାସଙ୍କ ତତ୍ତ୍ବାବଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ । ତେବେ ସବୁ ପ୍ରକାର ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ। କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ ସମୟରେ ଏପରି କହିଛନ୍ତି ମନ୍ତ୍ରୀ ।

କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା

ଅନ୍ୟପଟେ ହୃଦରୋଗୀଙ୍କ ପାଇଁ 50 ଟି ବେଡ୍‌ର ବ୍ୟବସ୍ଥା କରାଯିବ। କେବଳ ଓପନ ହାର୍ଟ ସର୍ଜରୀ ପାଇଁ ଦୁଇଟି ଅପରେସନ ଥିଏଟରର ବ୍ୟବସ୍ଥା ହେବ ବୋଲି ମଧ୍ୟ ଜଣାପଡିଛି। ଆଜି(ବୁଧବାର) ସତ୍ୟସାଇ ହସ୍ପିଟାଲର ଏକ ପ୍ରତିନିଧି ଦଳ ମଧ୍ୟ ମନ୍ତ୍ରୀଙ୍କ ସହ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲରେ ହେବ ହୃଦ ରୋଗ ଚିକିତ୍ସା।ହୃଦ ରୋଗ ବିଶେଷଜ୍ଞପ୍ରଭାତ ଦାସଙ୍କ ତତ୍ତ୍ୱ ଅଵଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ ।ସବୁ ପ୍ରକାର ସହଯୋଗ ରାଜ୍ୟସରକାର ଯୋଗାଇ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶଙ୍କ ପ୍ରତିକ୍ରିୟା। ଅନ୍ୟ ପଟେ ହୃଦ ରେଗୀ ଙ୍କ ପାଇଁ 50 ଟି ବେଡ଼ ର ବ୍ୟବସ୍ତା କରାଯିବ। କେବଳ ଓପନ ହାର୍ଟ ସର୍ଜରୀ ପାଇଁ ଦୁଇଟି ଅପରେସନ ଥେଟର ର ବ୍ୟବସ୍ତା କରାଯିବ। ଆଜି ସତ୍ୟସାଇ ହସ୍ପିଟାଲର ଏକ ପ୍ରତିନିଧି ଦଳ ମଧ୍ୟ ଆଜି ମନ୍ତ୍ରୀ ନବ ଦାସ ଙ୍କ ସହ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।Body:କ୍ୟାପିଟାଲ ହସ୍ପିଟାଲରେ ହେବ ହୃଦ ରୋଗ ଚିକିତ୍ସା।ହୃଦ ରୋଗ ବିଶେଷଜ୍ଞପ୍ରଭାତ ଦାସଙ୍କ ତତ୍ତ୍ୱ ଅଵଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ ।ସବୁ ପ୍ରକାର ସହଯୋଗ ରାଜ୍ୟସରକାର ଯୋଗାଇ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶଙ୍କ ପ୍ରତିକ୍ରିୟା। ଅନ୍ୟ ପଟେ ହୃଦ ରେଗୀ ଙ୍କ ପାଇଁ 50 ଟି ବେଡ଼ ର ବ୍ୟବସ୍ତା କରାଯିବ। କେବଳ ଓପନ ହାର୍ଟ ସର୍ଜରୀ ପାଇଁ ଦୁଇଟି ଅପରେସନ ଥେଟର ର ବ୍ୟବସ୍ତା କରାଯିବ। ଆଜି ସତ୍ୟସାଇ ହସ୍ପିଟାଲର ଏକ ପ୍ରତିନିଧି ଦଳ ମଧ୍ୟ ଆଜି ମନ୍ତ୍ରୀ ନବ ଦାସ ଙ୍କ ସହ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।Conclusion:
Last Updated : Nov 6, 2019, 4:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.