ETV Bharat / city

ମୁଣ୍ଡ ଟେକିଲାଣି କୋରୋନା, ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ

author img

By

Published : Jun 7, 2022, 4:22 PM IST

Updated : Jun 7, 2022, 4:40 PM IST

ପୁଣିଥରେ ଚିନ୍ତା ବଢ଼ାଉଛି କୋଭିଡ୍ । ସେପଟେ ସମସ୍ତ ପରିସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ରାଜ୍ୟରେ ୯୮ ଆକ୍ଟିଭ୍ ସଂକ୍ରମିତ ରହିଛନ୍ତି । ଅଧିକ ପଢ଼ନ୍ତୁ

ମୁଣ୍ଡ ଟେକିଲାଣି କୋରୋନା, ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ
ମୁଣ୍ଡ ଟେକିଲାଣି କୋରୋନା, ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଝାରସୁଗୁଡା: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଚିନ୍ତା ବଢ଼ାଇଛି କୋଭିଡ୍ ସଂକ୍ରମଣ । ଗତ କିଛିଦିନ ହେବ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ରାଜ୍ୟବାସୀ । ସେପଟେ ସମସ୍ତ ପରିସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ,"ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ସେଥିପାଇଁ ରାଜ୍ୟବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ ।" ଗତକାଲି(ସୋମବାର) ରାଜ୍ୟରେ ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୯୮ ଆକ୍ଟିଭ୍ ସଂକ୍ରମିତ ରହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jun 7, 2022, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.