ETV Bharat / city

ବରଗଛ ଓହଳରେ ଝୁଲୁଛି ମୃତଦେହ, ହତ୍ଯା ନା ଆତ୍ମହତ୍ଯା ସନ୍ଦେହ - bbsr Nayapali ps area hanging deadbody news

ନୟାପଲ୍ଲୀ ଥାନା ଫାୟାର ଷ୍ଟେସନରୁ ସିଆରପି ଆସିବା ବାଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ବରଗଛ ଓହଳ ନଟିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବରଗଛ ଓହଳରେ ଝୁଲୁଛି ମୃତଦେହ
ବରଗଛ ଓହଳରେ ଝୁଲୁଛି ମୃତଦେହ
author img

By

Published : Jan 26, 2021, 4:43 PM IST

ଭୁବନେଶ୍ବର: ରାସ୍ତା କଡରେ ଝୁଲିଛି ମୃତଦେହ। ନୟାପଲ୍ଲୀ ଥାନା ଫାୟାର ଷ୍ଟେସନରୁ ସିଆରପି ଆସିବା ବାଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ବରଗଛ ଓହଳ ନଟିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।

ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ କରାଯଉଛି। ଏପଟେ ଖବରପାଇ ପୋଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.