ଭୁବନେଶ୍ବର: ଚିଡିଆଖାନା ଏବଂ ହରିଣ ପାର୍କ ଖୋଲିବା ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡ଼ଲାଇନ । ବିନା ମାସ୍କରେ ପ୍ରବେଶ ବାରଣ ।

ସେହିପରି ଥଣ୍ଡା ଜ୍ବର କି କାଶ ହେଉଥିଲେ ପ୍ରବେଶ ବାରଣ । ବଡ ଚିଡିଆଖାନାରେ ଦିନକୁ ୧୫୦୦ ପରିଦର୍ଶକ ଯିବାକୁ ଅନୁମତି ଦେଇଛନ୍ତି ସରକାର।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ