ETV Bharat / city

କୋଭିଡ୍ କଟକଣାରେ ପାଳନ ହେବ ସ୍ବାଧୀନତା ଦିବସ, ଆସିଲା ଗାଇଡଲାଇନ - ପତାକା ଉତ୍ତୋଳନ

ସ୍ବାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ । ପତାକା ଉତ୍ତୋଳନ ସମୟରେ 10 ଜଣରୁ ଅଧିକ ଏକାଠି ହେବେ ନାହିଁ । ଅଧିକ ପଢନ୍ତୁ...

ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ
author img

By

Published : Aug 7, 2021, 10:30 PM IST

Updated : Aug 7, 2021, 10:51 PM IST

ଭୁବନେଶ୍ବର: ସ୍ବାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ । ସ୍ବାଧୀନତା ଦିବସ ପାଳନ ପାଇଁ ରବିବାର ଦିନ କଟକଣା କୋହଳ ରହିବ । କୋଭିଡ ଗାଇଡଲାଇନ ମଧ୍ୟରେ ପତାକା ଉତ୍ତୋଳନ କରାଯିବ । ପତାକା ଉତ୍ତୋଳନ ସମୟରେ 10 ଜଣରୁ ଅଧିକ ଏକାଠି ହେବେ ନାହିଁ । କଟକ, ଭୁବନେଶ୍ବର ଓ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ 20 ଜଣ ଏକାଠି ହୋଇପାରିବେ ।

ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ

ଗହଳି ସ୍ଥାନରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସଠିକ୍ ସାନିଟାଇଜେସନ୍ ଇତ୍ୟାଦି ସମସ୍ତ ନିୟମ କଡାକଡି ପାଳନ ହେବ ।

ଜାତୀୟ ପତାକା ଉତ୍ତୋଳନ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଗୃହ ବିଭାଗରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସଂଗଠିତ ହେବ ।

ତଥାପି ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଭୁବନେଶ୍ବର, କଟକ ଏବଂ ପୁରୀ ସହରରେ 10 ରୁ ଅଧିକ କର୍ମଚାରୀଙ୍କ ସହିତ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ 20ରୁ ଅଧିକ କର୍ମଚାରୀଙ୍କ ସହିତ ଏହି ଉତ୍ସବ ପାଳନ କରିପାରନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 7, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.