ETV Bharat / city

ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ,ଭିଜିଲାନ୍ସ ତଦନ୍ତ ଦାବି - guardians association demands

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏନେଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଗଲାଣି । ଅଧିକ ପଢନ୍ତୁ...

ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ, ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ମହାସଂଘ

author img

By

Published : Feb 8, 2020, 5:09 PM IST

ଭୁବନେଶ୍ବର: ଆରମ୍ଭରୁ ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ । ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ଅଭିଭାବକ ମହାସଙ୍ଘ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଗଲାଣି ।

ଏନେଇ ଅଭିଭାବକ ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ 7 ଦିନ ଭିତରେ ଏ ଘଟଣାର ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେବାକୁ ଦାବି ହୋଇଛି। ଏଥିରେ କିଛି କର୍ମଚାରୀ ଏଥିରେ ସମ୍ପୃକ୍ତି ରହି ଟଙ୍କା କାରବାର କରି ପରୀକ୍ଷା କେନ୍ଦ୍ର ଫିକ୍ସିଂ କରୁଛନ୍ତି। ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।

ରାଜ୍ୟରେ ଯେ କୌଣସି କଲେଜରେ ପରୀକ୍ଷା ସମୟରେ କପି ହୋଇନାହିଁ ଓ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯାଇନାହିଁ। ସେହି ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୁରୁଣା ତାଲିକାକୁ ବଦଳାଇ ଦିଆଯାଇଛି। କାହା ବଳରେ ଏଭଳି ନିଷ୍ପତ୍ତିକୁ ବେଖାତିର କରାଗଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଏବେ ପରୀକ୍ଷାକେନ୍ଦ୍ର ଚୟନକୁ ନେଇ ନିଷ୍ପତ୍ତି ଠିକ୍ ଭାବରେ ହୋଇପାରୁନାହିଁ।

ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ, ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ମହାସଂଘ

ଏନେଇ ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ପାଇଁ କେଉଁ କଲେଜରେ କେନ୍ଦ୍ର ପଡିବ ସେନେଇ ଏକ କମିଟି ନିଷ୍ପତ୍ତି ନେବ। କେତେ କିଲୋମିଟରରେ ପରୀକ୍ଷା କେନ୍ଦ୍ର ରହିବ, କେଉଁ କଲେଜରେ ସିସିଟିଭି ରହିବ, ଏନେଇ ଶୁକ୍ରବାର ଏକ ବୈଠକ ଚାଲିଥିବା ବେଳେ କିଛି କମିଟ ସଦସ୍ୟ ଅଧାରୁ ଉଠି ପଳାଇଥିଲେ।

ଯାହାକୁ ନେଇ ନିଷ୍ପତ୍ତି ନେବାରେ ସମସ୍ୟା ହୋଇଥିଲା। ହେଲେ ଏହାକୁ ନେଇ ଅଭିଭାବକ ମହାସଙ୍ଘ ବିରୋଧ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛି। ଏହି ସମସ୍ୟା ଫଳରେ କିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି ଅଭିଭାବକ ମହାସଙ୍ଘ ଗଣମାଧ୍ୟମରେ ପ୍ରକାଶ କରିଛି ।

ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ଜଣେ ଅଧିକାରୀ କହିଛନ୍ତି ଯେ, ଏହା ହେଉଛି ଏକ ବୈଠକ। ଏହା ଉପରେ କିଛି କହି ହେବନାହିଁ ବୋଲି ରୋକଠୋକ ମନା କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆରମ୍ଭରୁ ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ, ଉଚ୍ଚ ସ୍ଥାରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କଲା ଅଭିଭାବକ ମହାସଂଘ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏନେଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଗଲାଣି।ଏନେଇ ଅଭିଭାବକ ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି 7 ଦିନ ଭିତରେ ଏହି ଘଟଣାର ଉଚ୍ଚ ସ୍ଥରୀୟ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେବାକୁ ଦାବି କରିଛି।

Body:

ବର୍ଷ ଆରମ୍ଭରୁ ବିଭ୍ରାଟ। ପରୀକ୍ଷା କେନ୍ଦ୍ରକୁ ନେଇ ଚାଲିଛି ଅଙ୍କାକସା। କିଛି କର୍ମଚାରୀ ଏଥିରେ ସମ୍ପୃକ୍ତି ରହି ଟଙ୍କା କାରବାର କରି ପରୀକ୍ଷା କେନ୍ଦ୍ର ଫିସ୍କିଙ୍ଗ କରୁଛନ୍ତି। ଯାହା ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର । ରାଜ୍ୟରେ ଯେ କୌଣସି କଲେଜରେ ପରୀକ୍ଷା ସମୟରେ କପି ହୋଇନାହିଁ ଓ ପରୀକ୍ଷା କେନ୍ଦ୍ର ଗୁଫିକୁ ବାତିଲ କରାଯାଇନାହିଁ। ସେହି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୁରୁଣା ତାଲିକାକୁ ବଦଳାଇ ଦିଆଯାଇଛି। ତେବେ କାହା ପାୱାରରେ ଏଭଳି ନିଷ୍ପତିକୁ ବେଖାତିର କରାଗଲା। ତାହା ଏବେ ପ୍ରଶ୍ନ ବାଚି। ଯାହା କେଉଁ କଲେଜରେ ପରୀକ୍ଷା କରାଯିବ ବୋଲି ନିଷ୍ପତି ଠିକ ଭାବରେ ହୋଇପାରୁନାହିଁ।

ଏନେଇ ଅବିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ପାଇଁ କେଉଁ କଲେଜରେ କେନ୍ଦ୍ର ପଡିବ ସେନେଇ ଏକ କମିଟି ନିଷ୍ପତି ନେବ। ବିଭିନ୍ନ ପ୍ରକାରର କେତେ କିମି ରେ କଲେଜ ରହିବ ସିସିଟିଭି ରବିବ। ଏନେଇ ଗତକାଲି ଏକ ଆଭ୍ୟନ୍ତରୀଣ ବୈଠକ ଅନୁଷ୍ଠିତ ବେଳେ କିଛି କମିଟ ର ସଦସ୍ୟ ବୈଠକରୁ ଉଠି ପଳାଇଥିଲେ। ଯାହା ନିଷ୍ପତି ନେବାରେ ସମସ୍ୟା ହୋଇଥିଲା। କିନ୍ତୁ ଏହାକୁ ନେଇ ଅଭିଭାବକ ମହଂସଘ ବିରୋଧ କରିବା ସହ ଉଚ୍ଚ ଭିଜିଲାନ୍ସ ତଦନ୍ତ ଦାବି କରିଛି। ଏହି ସମସ୍ୟା ଫଳରେ କିଛି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି ଅଭିଭାବକ ମହାସଂଘ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ଜଣେ ଅଧିକାରୀ କହିଛନ୍ତି ଯେ ଏହା ହେଉଛି ଉଚ ମଧ୍ୟାମିକର ଗୁରୁତ୍ୱ ପୂର୍ଣ୍ଣ ବୈଠକ। ଯାହା ଏହା ଉପରେ କିଛି କହି ହେବନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି।।

Byte- ବାସୁଦେବ ଭଟ, ଅଭିଭାବକ ମହାସଂଘର ସଭାପତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.