ETV Bharat / city

40 କୋଟିର ଫେକ ଇନଭଏସ ଠକେଇ, 2 କୋଟିପତି ବ୍ୟବସାୟୀ ଗିରଫ - GST Intelligence Bhubaneswar Zonal Unit

40 କୋଟି ଟଙ୍କାର ଫେକ ଇନଭଏସ ଠକେଇ ମାମଲାରେ କଟକରୁ ଗିରଫ ହେଲ ୨ କୋଟିପତି ବ୍ୟବସାୟୀ । ଅଧିକ ପଢନ୍ତୁ...

40 କୋଟି ଟଙ୍କାର ଫେକ ଇନଭଏସ ଠକେଇ,   2  ବ୍ଯବସାୟୀ ଗିରଫ

author img

By

Published : Jan 13, 2021, 7:05 PM IST

Updated : Jan 13, 2021, 7:22 PM IST

ଭୁବନେଶ୍ବର: ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ। କଟକରୁ ୨ ବ୍ଯବସାୟୀକୁ ଗିରଫ କଲା ଡିଜିଜିଆଇ । 40 କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ 6.89କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ହୋଇଛି । ଏଥିପାଇଁ କଟକର କୋଟିପତି ବ୍ୟବସାୟୀ ଶ୍ଯାମବିହାରି ଗୁପ୍ତା,ଅଭିଶେକ ଗୁପ୍ତାଙ୍କୁ ଗିରଫ କରିଛି ଜିଏସଟି ଇଣ୍ଟେଲିଜେନ୍ସ ଭୁବନେଶ୍ବର ଜୋନାଲ ୟୁନିଟ। ତେବେ ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ଗିରଫ ବ୍ୟବସାୟୀଙ୍କୁ ରିମାଣ୍ଡରେ ନିଆଯାଇପାରେ ।

40 କୋଟିର ଫେକ ଇନଭଏସ ଠକେଇ, 2 କୋଟିପତି ବ୍ୟବସାୟୀ ଗିରଫ

ଏଥିସହ ଏହି ଲିଙ୍କରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କ ବିଭିନ୍ନ ଫାର୍ମ ହାଉସରେ ସର୍ଚ୍ଚ ଅପରେସନ ଚାଲିଛି। ତେବେ ପୂର୍ବରୁ ମଧ୍ୟ ଗତ ଡିସେମ୍ବର ୧୭ ତାରିଖରେ ରାଉଲକେଲାରୁ ୪୦ କୋଟି ଟଙ୍କାର ଫେକ ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗରେ ରାଉଲକେଲାରୁ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ।

40 କୋଟି ଟଙ୍କାର ଫେକ ଇନଭଏସ ଠକେଇ,   2  ବ୍ଯବସାୟୀ ଗିରଫ
40 କୋଟି ଟଙ୍କାର ଫେକ ଇନଭଏସ ଠକେଇ, 2 ବ୍ଯବସାୟୀ ଗିରଫ
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 13, 2021, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.