ETV Bharat / city

GST ଭରଣା ବାବଦରେ ଓଡ଼ିଶା ପାଇବ କମ ଅର୍ଥ: ଅମର

author img

By

Published : Jun 6, 2021, 8:53 PM IST

ଚଳିତ ବର୍ଷ GST ବାବଦରେ ଓଡ଼ିଶା କମ ଅର୍ଥ ପାଇବ । ଏ ନେଇ ମତ ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

Rajyasabha MP Amar pattnaik
GST ଭରଣା ବାବଦରେ ଅର୍ଥ ଓଡ଼ିଶା କମ ପାଇବ

ଭୁବନେଶ୍ବର: ଚଳିତ ବର୍ଷ GST ଭରଣା ବାବଦରେ ଅର୍ଥ ଓଡ଼ିଶା କମ ପାଇବ । ଏ ନେଇ ମତ ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଅମର ପଟ୍ଟନାୟକ । କୋରୋନା ମହାମାରୀ ଯୋଗୁଁ ଅର୍ଥନୈତିକ ଅବସ୍ଥାର ମାନ୍ଦାବସ୍ଥା ରହିଛି ଏଥିପାଇଁ ଜିଏସଟି ସଂଗ୍ରହରେ ମଧ୍ୟ ବାଧା ଉପୁଜିଛି ।

GST ଭରଣା ବାବଦରେ ଅର୍ଥ ଓଡ଼ିଶା କମ ପାଇବ

ଏପ୍ରିଲ ତୁଳନାରେ ମେ ମାସରେ କେନ୍ଦ୍ର ସରକାର 40 ହଜାର କୋଟି କମ GST ସଂଗ୍ରହ କରିଛନ୍ତି । ସେହି ହିସାବରେ GST ଭରଣା ବାବଦରେ ଓଡ଼ିଶା ବି କମ ପାଇବ । ତେବେ ଗତବର୍ଷ ମେ ମାସର ରାଜସ୍ବ ସଂଗ୍ରହକୁ ତୁଳନା କଲେ ଓଡ଼ିଶା 22 ପ୍ରତିଶତ ଅଧିକ ସଂଗ୍ରହ କରିଛି । ଏଥିରେ କେନ୍ଦ୍ର ଅଧିକ ଦେବା ପରିବର୍ତ୍ତେ 11 ପ୍ରତିଶତ କମିଛି । ଆଉ ବିଭାଜିତ ଅଂଶ 23 ପ୍ରତିଶତ କମ ରହିଛି । ତେବେ ଗତବର୍ଷ ମେ ତୁଳନାରେ ଯଦି ରାଜ୍ୟ ଅଧିକ ରାଜସ୍ବ ସଂଗ୍ରହ କରିଛି, ତାହାର କାରଣ ହେଉଛି ଅଣ-ଟିକସ ବାବଦ ରାଜସ୍ବ । ଯେଉଁଥିରୁ ରାଜ୍ୟ 181 ପ୍ରତିଶତ ଅଧିକ ପାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.