ETV Bharat / city

ନିଜ ପଞ୍ଚାୟତ ଓ ବ୍ଲକରେ ନିଯୁକ୍ତି ପାଇବେନି ଜିଆରଏସ-ଏପିଓ - ଗ୍ରାମ ରୋଜଗାର ସେବକ ଓ ଏପିଓଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା

ଗ୍ରାମ ରୋଜଗାର ସେବକ ଓ ଏପିଓଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି । କୌଣସି ପଞ୍ଚାୟତରେ 5 ବର୍ଷରୁ ଅଧିକ ସମୟ ରହିବେ ନାହିଁ । ଅଧିକ ପଢନ୍ତୁ..

ନିଜ ପଞ୍ଚାୟତ ଓ ବ୍ଲକରେ ନିଯୁକ୍ତି ପାଇବେନି ଜିଆରଏସ
author img

By

Published : Oct 18, 2019, 3:29 AM IST

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକ ଓ ଏପିଓଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା । ଏପଟେ ନିଜ ପଞ୍ଚାୟତରେ ନିଯୁକ୍ତି ପାଇବେ ନାହିଁ ଜିଆରଏସ । ଯଦି ଥିବେ ସେମାନେ ଜିଲ୍ଲାର ଅନ୍ୟ ପଞ୍ଚାୟତକୁ ବଦଳି ହେବେ।

କୌଣସି ପଞ୍ଚାୟତରେ 5 ବର୍ଷରୁ ଅଧିକ ସମୟ ରହିବେ ନାହିଁ ଜିଆରଏସ । ସେହିପରି ବ୍ଲକରେ କାର୍ଯ୍ୟ କରୁଥିବା ଏପିଓ ମଧ୍ୟ ନିଜ ବ୍ଲକରେ ରହି ପାରିବେ ନାହିଁ । କିମ୍ବା ନିର୍ଦ୍ଦିଷ୍ଟ ବ୍ଲକରେ 5 ବର୍ଷ ରହିବେ ନାହିଁ । ତାଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ବଦଳି କରାଯିବ ।

ଏ ନେଇ ଅକ୍ଟୋବର 31 ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ସଚିବ । ନଭେମ୍ବର 5ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକ ଓ ଏପିଓଙ୍କ ପାଇଁ ନୂଆ ନିର୍ଦେଶନାମା। ନିଜ ପଂଚାୟତରେ ନିଯୁକ୍ତି ପାଇବେ ନାହିଁ GRS.। ଜଡି ଥିବେ ସେମାନେ ଜିଲ୍ଲାର ଅନ୍ୟ ପଞ୍ଚାୟତକୁ ବଦଳି ହେବେ। କୌଣସି ପଂଚାୟତରେ5 ବର୍ଷରୁ ଅଫହିକ ସମୟ ରହିବେ ନାହିଁ।
ସେହିପରି ବ୍ଲକରେ କାର୍ଯ୍ୟ କରୁଥିବା APO ମଧ୍ୟ ନିଜ ବ୍ଲକରେ ରହି ପାରିବେ ନାହିଁ। କିମ୍ବା ନିର୍ଦିଷ୍ଟ ବ୍ଲକ୍ରେ 5 ବର୍ଷ ରହିବେ ନାହିଁ। ତାଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ବଦଳି କରାଯିବ। ଅକ୍ଟୋବର 31 ସୁଦ୍ଧା ଏହି କାର୍ଯ୍ୟ ଶେଷ କାଟିବାକୁ ସବୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ସଚିବ। ନଭେମ୍ବର 5ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି।Body:କConclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.