ETV Bharat / city

ଆନ୍ତର୍ଜାତିକ ଗ୍ରୀନ ୱାକାଥନ କନଭେନସନ: ଯୋଗ ଦେଲେ ନେତା-ଅଭିନେତା - ଗ୍ରୀନ ୱାକାଥନ କନଭେନସନ

2035 ସୁଦ୍ଧା ସାରା ବିଶ୍ବକୁ ପୁଣିଥରେ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଭୁବନେଶ୍ବରରେ ଆରମ୍ଭ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ କନଭେନସନ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 3, 2019, 2:26 PM IST

ଭୁବନେଶ୍ବର: 2035 ସୁଦ୍ଧା ସାରା ବିଶ୍ବକୁ ପୁଣିଥରେ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଭୁବନେଶ୍ବରରେ ଆରମ୍ଭ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ କନଭେନସନ । ଏହି ସମାରୋହରେ ବିଭିନ୍ନ ବୃକ୍ଷ ପ୍ରେମୀଙ୍କୁ ସମ୍ମାନିତ କରିବା ସହ କିଭଳି ଓଡିଶାକୁ ସବୁଜ ସୁନ୍ଦର କରିବା ତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସାଂସଦ ଅପରାଜିତା ଷଡଙ୍ଗୀ, ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା, ଅଭିନେତା ସବ୍ୟସାଚୀ ମିଶ୍ର ଓ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଯୋଗ ଦେଇଥିଲେ । ଯଦି ବିଶ୍ଵକୁ ସବୁଜ ସୁନ୍ଦର କରିବାକୁ ହେଲେ ଆ ବାଳ ବୃଦ୍ଧ ବନିତା ସଭିଏଁ ଏକଜୁଟ ହେବା ଦରକାର ବୋଲି ଅଭିନେତା ସବ୍ୟସାଚୀ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ପାଳନ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ ।

2035 ଶୁଦ୍ଧା ସାରା ପୃଥିବୀକୁ ପୁଣିଥରେ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଭୁବନେଶ୍ୱର ରେ ଆରମ୍ଭ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ କନଭେସନ। ଏହି ସମାରେହ ରେ ବିଭିନ୍ନ ବୃକ୍ଷ ପ୍ରେମୀ ମାନଙ୍କୁ ସମ୍ନାନିତ କରିବା ସହ କିଭଳି ଓଡିଶା କୁ ସବୁଜ ସୁନ୍ଦର କରିବା ତା ଉପରେ ମଧ୍ୟ ଆଲେକପାତ କରାଯାଇଥିଲା। ଏହା ସହ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ,ଅଭିନେତା ସବ୍ୟସାଚୀ ମିଶ୍ର, ରାଜ୍ୟସଭା ପ୍ରାଥି ଅପରାଜିତା ଷଢଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଯଦି ବିଶ୍ଵ କୁ ସବୁଜ ସୁନ୍ଦର କରିବା କୁ ହେଲେ ଆ ବାଳ ବୃଦ୍ଧ ବନିତା ସଭିଏଁ ଏକ ଜୁଟ ହେବା ଦରକାର ବୋଲି ଅଭିନେତା ସବ୍ୟସାଚୀ ପ୍ରକାଶ କରିଛନ୍ତି।Body:ରାଜଧାନୀ ରେ ପାଳନ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ ।

2035 ଶୁଦ୍ଧା ସାରା ପୃଥିବୀକୁ ପୁଣିଥରେ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଭୁବନେଶ୍ୱର ରେ ଆରମ୍ଭ ହେଲା ଆନ୍ତର୍ଜାତିକ ଗ୍ରୀନ ୱାକାଥନ କନଭେସନ। ଏହି ସମାରେହ ରେ ବିଭିନ୍ନ ବୃକ୍ଷ ପ୍ରେମୀ ମାନଙ୍କୁ ସମ୍ନାନିତ କରିବା ସହ କିଭଳି ଓଡିଶା କୁ ସବୁଜ ସୁନ୍ଦର କରିବା ତା ଉପରେ ମଧ୍ୟ ଆଲେକପାତ କରାଯାଇଥିଲା। ଏହା ସହ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ,ଅଭିନେତା ସବ୍ୟସାଚୀ ମିଶ୍ର, ରାଜ୍ୟସଭା ପ୍ରାଥି ଅପରାଜିତା ଷଢଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଯଦି ବିଶ୍ଵ କୁ ସବୁଜ ସୁନ୍ଦର କରିବା କୁ ହେଲେ ଆ ବାଳ ବୃଦ୍ଧ ବନିତା ସଭିଏଁ ଏକ ଜୁଟ ହେବା ଦରକାର ବୋଲି ଅଭିନେତା ସବ୍ୟସାଚୀ ପ୍ରକାଶ କରିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.