ETV Bharat / city

କୃଷି ଓ କୃଷକର ବିକାଶ ଚିନ୍ତା: ପ୍ରଦାନ ଓ ଜନସେବା କେନ୍ଦ୍ର ସହ ଆପିକଲର ଚୁକ୍ତି ସ୍ବାକ୍ଷରିତ - ଆପିକଲର ଚୁକ୍ତି ସ୍ବାକ୍ଷରିତ

କୃଷି ଓ କୃଷକର ବିକାଶ ନେଇ ଚୁକ୍ତି ସ୍ବାକ୍ଷରିତ । ପ୍ରଦାନ ଓ ଜନସେବା କେନ୍ଦ୍ର ସହ ବୁଝାମଣା ପତ୍ର ସ୍ବାକ୍ଷରିତ କଲା ଆପିକଲ ।

ଡିଜାଇନ ଫଟୋ
author img

By

Published : Aug 21, 2019, 8:41 PM IST

ଭୁବନେଶ୍ବର: ସ୍ବାକ୍ଷରିତ ହେଲା ବୁଝାମଣା ପତ୍ର । କୃଷି ଓ କୃଷକର ବିକାଶ ନେଇ ଚୁକ୍ତି ସ୍ବାକ୍ଷରିତ। ପ୍ରଦାନ ଓ ଜନସେବା କେନ୍ଦ୍ର ସହ ଆପିକଲ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଧବାର, ରାଜ୍ୟରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ କୃଷି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ପଦକ୍ଷେପ ନିଆଯାଇଛି । କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ୨୦୧୮ ପ୍ରଚଳନ ନିମନ୍ତେ ପ୍ରଦାନ ନାମକ ସଂସ୍ଥା ସହ ଆପିକଲ ଏକ ଚୁକ୍ତି ପତ୍ର ସ୍ବାକ୍ଷରିତ କରିଛି । ଏହା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ଲକ୍ଷ ନେଇ ଜନସେବା କେନ୍ଦ୍ର ସହ ଆପିକଲ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାରେ ୪୦ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ହଜାର ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ। ପ୍ରତି ଉଦ୍ୟୋଗୀ ୨୦୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବେ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ ଏବଂ ଅତିକମରେ ୨ ଲକ୍ଷ ଚାଷୀଙ୍କୁ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ପାଳନ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବେ।

ଏହା କୃଷି ଓ କୃଷକଙ୍କ ବିକାଶ ଦିଗରେ କାମ କରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର।କୃଷି ଓ କୃଷକର ବିକାଶ ନେଇ ଚୁକ୍ତି ସ୍ୱାକ୍ଷରିତ।ଆପିକଲ ଓ ପ୍ରଦାନ ମଧ୍ୟରେ ସ୍ୱାକ୍ଷରିତ ହେଲା ଚୁକ୍ତିପତ୍ର।ଆପିକଲ ଓ ଜନସେବା କେନ୍ଦ୍ର ସହ ବୁଝାମଣା ପତ୍ର ସ୍ୱାକ୍ଷରିତ।

Body:ରାଜ୍ୟରେ କୃଷି ଓ କୃଷକର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାନ ହାତକୁ ନେଉଛନ୍ତି।ବୁଧବାର ,ରାଜ୍ୟରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ କୃଷି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସଫଳ ରୂପାୟନ ଲକ୍ଷ ନେଇ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ୨୦୧୮ ପ୍ରଚଳନ ନିମନ୍ତେ ପ୍ରଦାନ ନାମକ ସଂସ୍ଥା ସହ ଆପିକଲ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଅଧିକରୁ ଅଧିକ ସଂଖ୍ୟକ ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ଲକ୍ଷ ନେଇ ଆପିକଲ ,ଜନସେବା କେନ୍ଦ୍ର ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାରେ ୪୦ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ୧ ହଜାର ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ।ପ୍ରତି ଉଦ୍ୟୋଗୀ ୨୦୦ ରୁ ଉର୍ଦ୍ଧ କ୍ଷୁଦ୍ର,ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ।ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ ଏବଂ ଅତିକମ ରେ ୨ ଲକ୍ଷ ଚାଷୀଙ୍କୁ କୃଷି ,ଉଦ୍ୟାନ କୃଷି,ମତ୍ସ୍ୟ ଓ ପଶୁ ପାଳନ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବେ।କୃଷି ଉଦ୍ୟୋଗୀଜଣଙ୍କ ସମ୍ପୃକ୍ତ ଅଞ୍ଚଳରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏକକ ସେବା ପ୍ରଦାନକାରୀ ରୂପେ କାର୍ଯ୍ୟ କରିବେ।

ଆଦିବାସୀ ବହୁଳ ୪୦ ଟି ବ୍ଲକରେ ଥିବା ଚାଷୀମାନଙ୍କୁ ଚାଷ ଜନିତ ସମସ୍ତ ସୂଚନା ମିଳିପାରିବ,କୃଷି ଉଦ୍ୟୋଗୀଙ୍କୁ ତାଲିମ ଦିଆଯିବ,ଚାଷୀର ଉତ୍ପାଦନକୁ ଦ୍ୱିଗୁଣିତ କରାଯିବ ସେ ନେଇ ପ୍ରଦାନ ନାମକ ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି,ଏବଂ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ସମସ୍ତ ସୂଚନା ଓ ନାମ ପଞ୍ଜିକୃତ ହୋଇପାରିବ ସେ ନେଇ ଆପିକଲ ଓ ଜନସେବା କେନ୍ଦ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି।

କୃଷକ ମାନଙ୍କୁ ସଶକ୍ତ କରିବା ନେଇ ୪୦ ଟି ଆଦିବାସୀ ବହୁଳ ବ୍ଲକ ରେ କୃଷିଉଦ୍ୟୋଗୀ ମାନଙ୍କୁ ଚୟନ କରାଯିବ।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମନ ମିନିମମ ସର୍ଭିସ ମାଧ୍ୟମରେ ଚାଷୀଙ୍କୁ ପଞ୍ଜିକୃତ କରାଯିବ ବୋଲି ଏପିସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଆଜି ଆପିକଲ ସହିତ ଦୁଇଟି ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷରିତ ହୋଇଛି।୪୦ ଟି ବ୍ଲକ ରେ ୧୦୦୦ କୃଷି ଉଦ୍ୟୋଗୀଙ୍କୁ ଚୟନ କରାଯାଇ ଚାଷୀମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ।ଚାଷୀର ଉତ୍ପାଦିତ ସାମଗ୍ରୀକୁ ମାର୍କେଟ ସହିତ ଲିଂକେଜ କରାଯିବ ଯାହା ଚାଷୀର ରୋଜଗାର ବଢାଇବା ।ପଞ୍ଚାୟତ ରେ ୧୬,୦୦୦ ଜନସେବା କେନ୍ଦ୍ର ଗୁଡିକରେ ଚାଷୀମାନଙ୍କୁ ଅନଲାଇନ ପଞ୍ଜିକରଣ ସୁବିଧା ଉପଲବ୍ଧ ହେବ।ବ୍ଲକ ସ୍ତରରେ ଚାଷୀ ମାନଙ୍କ ତାଲିମ ମଧ୍ୟ ଦିଆଜିବ ବୋଲି ଆପିକଲର ପରିଚାଳନା ନିର୍ଦ୍ଧେଶକ ଡ଼ ଶୁଭେନ୍ଦୁ ଶେଖର ଦେ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.