ETV Bharat / city

ଖୁବଶୀଘ୍ର ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର: ଆଇନ ମନ୍ତ୍ରୀ - decision soon on opening of temple

ହାଇକୋର୍ଟଙ୍କ ଶୁଣାଣି ପରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

government-will-take-decision-soon-on-opening-of-temple-in-state-pratap-jena
ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତି ନେବେ ରାଜ୍ୟ ସରକାର: ଆଇନ ମନ୍ତ୍ରୀ
author img

By

Published : Aug 10, 2020, 4:13 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଜାରି ରହିଥିବା ବେଳେ ମନ୍ଦିର ତଥା ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଇତି ମଧ୍ୟରେ ଆଜି (ସୋମବାର) ହାଇକୋର୍ଟ ଦୁଇଟି ପୃଥକ ଆବେଦନେର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତ୍ତି କେବଳ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି । ଅନ୍ୟପଟେ ହାଇକୋର୍ଟଙ୍କ ଏହି ଶୁଣାଣି ପରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତି ନେବେ ରାଜ୍ୟ ସରକାର: ଆଇନ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନର କୋରୋନା ସ୍ଥିତିକୁ ଅନୁଧ୍ୟାନ କରି ଆମେ ନିଷ୍ପତ୍ତି ନେବୁ । ଯେତେବେଳେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହେବ ସେତେବେଳେ ପ୍ରାୟତଃ ଆମକୁ ଓଡ଼ିଶାର ସବୁ ମନ୍ଦିର ଖୋଲିବାକୁ ପଡିବ । ତେବେ ସଂକ୍ରମଣଙ୍କୁ ରୋକି ମନ୍ଦିର ଖୋଲିବା ନେଇ କେଉଁ ଗାଇଡଲାଇନକୁ ପାଳନ କରାଯିବା, ତା ଉପରେ ବିଚାର ବିମର୍ଶ ପରେ ହିଁ ନିଷ୍ପତ୍ତି ନିଆଯିବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.