ETV Bharat / city

‘ସରକାରଙ୍କ ଯୋଜନା କୃଷିନୀତିର ନୂଆ ବାହାନା’ - କୃଷିନୀତି

ରାଜ୍ୟ ସରକାରଙ୍କ ନୂଆ ନୀତିକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ । ନିର୍ବାଚନ ବେଳେ କାଳିଆ ଯୋଜନା ଆଣି ଲୋକଙ୍କୁ ଭେଳିକି ଦେଖାଇଲେ ସରକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 10, 2019, 4:35 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ନୀତିକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ । ନିର୍ବାଚନ ବେଳେ କାଳିଆ ଯୋଜନା ଆଣି ଲୋକଙ୍କୁ ଭେଳିକି ଦେଖାଇଲେ ସରକାର । ଏବେ ପୁଣି କହୁଛନ୍ତି 5 ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ଗୋଟିଏ ପଟେ ଚାଷୀଙ୍କ ଆୟ କାମୁଥିବା ସରକାର ସ୍ବୀକାର କରିଛନ୍ତି । ଅନ୍ୟପଟେ କୃଷକମାନଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷଣା ହେଉଥିବା କହିଛନ୍ତି ବିରୋଧୀ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ 17ଟି ଜିଲ୍ଲାରେ ଚାଷୀଙ୍କ ଆୟ କମିଛି । ତଥାପି କୃଷକଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି। ସ୍ବତନ୍ତ୍ର ବଜେଟ ମଧ୍ୟ ହେଉଛି। ଆଳୁ ପିଆଜ ଭଳି ମିଶନ ହେଉଛି ହେଲେ ଚାଷୀଙ୍କ ଆୟ କାହିଁକି କମୁଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି।

ତାରାଙ୍କ କହିବା ଅନୁଯାୟୀ ଏବେ ପୁଣି ନୂଆ କୃଷି ନୀତିର ବାହାନା ଦେଖାଉଛନ୍ତି ସରକାର। ଯାହାକି ପୁରୁଣା ଯୋଜନା ପରି କାମ ଦେବ ନାହିଁ । ଚାଷୀଙ୍କୁ ବିହନ ମିଳୁନି କି ସାର ବି ମିଳୁନି । ଜମିକୁ ଜଳସେଚନ ସୁବିଧା ନାହିଁ । ଯାହା ଉତ୍ପାଦନ ହେଉଛି ତାହା ବିକ୍ରି ପାଇଁ ବଜାର ନାହିଁ । ଏହା ପରେ ବି ସରକାର ନୂଆ ଘୋଷଣା କରିବା କେବଳ ଭେଳିକି ବୋଲି କହିଛନ୍ତି ତାରା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ନୂଆ କଟୁଶି ନୀତିକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ନିର୍ବାଚନ ବେଳେ କାଳିଆ ଯୋଜନା ଆଣି ଲୋକଙ୍କୁ ଭେଳିକି ଦେଖାଇଲେ ସରକାର। ଏବେ ପୁଣି କହୁଛନ୍ତି 5 ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ଗୋଟିଏ ପଟେ ଚାଷୀଙ୍କ ଆୟ କାମୁଥିବା ସରକାର ସ୍ୱୀକାର କରିଛନ୍ତି। 17ଟି ଜିଲ୍ଲାରେ ଚାଷୀଙ୍କ ଆୟ କମିଛି। କୃଷକଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷଣା ହେଉଛି। ସ୍ୱତନ୍ତ୍ର ବଜେଟ ହେଉଛି। ଆଳୁ ପିଆଜ ଭଳି ମିଶନ ହେଉଛି ହେଲେ ଚାଷୀ କ ଆୟ କାହିଁକି କମିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି।

Body:ଏବେ ପୁNଇ ନୂଆ କୃଷି ନୀତି ବହନ ଦେଖାଇଛନ୍ତି। ଯାହାକି କାମ ଫେବ ନାହିଁ ବୋଲି ତାର କହିଛନ୍ତି। ଚାଷୀଙ୍କୁ ବିହନ ମିଳୁନି, ସାର ନାହିଁ।, ଜମିକୁ ଜଳସେଚନ ସୁବିଧା ନାହିଁ, ଯାହା ଉତ୍ପାଦନ ହରୁଛି ତା ପାଇଁ ବଜାର ନାହିଁ। ଏହା ପରେ ବି ସରକାର ନୂଆ ଘୋଷଣା କରୁବା କେବଳ ଭେଳିକି ବୋଲି କହିଛନ୍ତି ତାରା।

ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.