ETV Bharat / city

Compulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍‌

author img

By

Published : Dec 1, 2021, 3:09 PM IST

Updated : Dec 1, 2021, 4:11 PM IST

୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଦୁଇଜଣ ଭଲିବଲ୍‌ କୋଚ୍‌ ସାମିଲ ଥିବା ବେଳେ ଜଣେ ହ୍ୟାଣ୍ଡବ୍‌ଲ ଓ ଜଣେ ବକ୍ସିଂ କୋଚ୍‌ ସାମିଲ ଅଛନ୍ତି । ଅଧିକ ପଢ଼ନ୍ତୁ

Compulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍‌
Compulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍‌

ଭୁବନେଶ୍ବର: ଅଧିକାରୀଙ୍କ ପରେ କୋଚଙ୍କ ପାଳି । ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଦୁଇଜଣ ଭଲିବଲ୍‌ କୋଚ୍‌ ସାମିଲ ଥିବା ବେଳେ ଜଣେ ହ୍ୟାଣ୍ଡବ୍‌ଲ ଓ ଜଣେ ବକ୍ସିଂ କୋଚ୍‌ ସାମିଲ ଅଛନ୍ତି । କାର୍ଯ୍ୟରେ ଅପାରଗତା ଯୋଗୁଁ ୪ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । ଏହାକୁ ନେଇ ଓଡ଼ିଶା କ୍ରୀଡ଼ା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

compulsory retirement of Coach
ବିଦା ହେଲେ କୋଚ୍‌
compulsory retirement of Coach
ବିଦା ହେଲେ କୋଚ୍‌

ଅପାରଗତା ସହ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଚାକିରିରୁ ୪ କୋଚ୍‌ ବିଦା ହୋଇଛନ୍ତି । ନିଲମ୍ବିତ ହୋଇଥିବା ଏହି କୋଚ୍‌ମାନେ ହେଉଛନ୍ତି ଭଲିବଲ୍‌ କୋଚ୍‌ ପ୍ରଭାକର ତ୍ରୀପାଠୀ, ବକ୍ସିଂ କୋଚ୍‌ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ୍‌ କୋଚ୍‌ ମନୋଜ କୁମାର ଆଉ ଜଣେ ଭଳିବଲ୍‌ କୋଚ୍‌ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ ।

compulsory retirement of Coach
ବିଦା ହେଲେ କୋଚ୍‌
compulsory retirement of Coach
ବିଦା ହେଲେ କୋଚ୍‌

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 1, 2021, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.